Breaking News

ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||     

ମାଲକାନା ଗିରି ସହର ର ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି |

09-Jan-2025

ମାଲକାନଗିରି ଜିଲ୍ଲାରେ  ବଡ଼ ଚୋରି, ଓମ ମୋବାଇଲ କେୟରରୁ ଦେଢ଼ କୋଟି ଟଙ୍କାର ମୋବାଇଲ ଲୁଟିନେଲେ ଲୁଟେରା

               ଓଡିଶା ଜନମତ ବ୍ୟୁରୋ,

ମାଲକାନ ଗିରି : - ୮/୧  ମାଲକାନଗିରି ସଦରରେ ବଡ଼ ଧରଣର ଲୁଟ୍ । କାନ୍ଥ ଭାଙ୍ଗି ମୋବାଇଲ୍ ଦୋକାନରୁ ଲୁଟିନେଲେ ଦେଢ଼ କୋଟିରୁ ଅଧିକ ଟଙ୍କାରସାମଗ୍ରୀ ,ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଅନେକ ଦାମୀ ମୋବାଇଲ୍ ରହିଥ‌ିବା ସୂଚନା ମିଳିଛି । ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ମୋବାଇଲ୍ ଦୋକାନ ଓମ୍ ମୋବାଇଲ୍ କେୟାର ରୁ ପ୍ରାୟ ଦେଢ କୋଟି ଟଙ୍କାର ଦାମୀ ମୋବାଇଲ୍ ଚୋରି ଚାରି ହେବା ଆଚାର୍ଯ୍ୟର ବିଷୟ ପାଲଟିଛି ,ତେବେ ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗି ଭୋର ୩ଟା ସମୟରେ ଦୋକାନରେ ପଶିଥିଲେ ଲେ । ଏହାପରେ ଦୋକାନ ରେ ଥିବା ଆଇଫୋନ୍, ସାମସଙ୍ଗ, ଓପୋ, ଭିଭୋ ଆଦି କମ୍ପାନୀର ଦାମୀ ମୋବାଇଲ୍ ଲୁଟ୍ କରିଥିଲେ ଓ କମ୍ ଦା ଦମର ମୋବାଇ ଇକୁ ହାତ ମାରି ନଥିଲେ, ଯାହାର ହାର ସମସ୍ତ ଦୃଶ୍ୟ ଦୋକାନ ରେ ଲାଗିଥିବା ସିସି ସିସିଟିଭି ରେ କଏଦ ହୋଇଛି । ଲୁଟ୍ ହୋଇଥିବା ବିଷୟରେ ଜାଣି ଜାଣି ଦୋକାନର ମାଳି ମାଲିକ ଥାନାରେ ଅଭିଯୋଗ କରିଥିଲେ ଲ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାଙ୍ଗିନ ଆରମ୍ଭ କରିଛି ରିଛି । ଦେ ଲୁଟେରାମାନେ ମୋବାଇଲ ଖୋଳ ଦୋକାନ ସାମ୍ନାରେ ଥିବା ଏକ ଜଙ୍ଗଲରେ ପକାଇ ସମସ୍ତ ମୋବାଇଲ ନେଇ ଇ ଫେରାର ମାରିଛନ୍ତି । ସମସ୍ତ ମୋବାଇଲ ପ୍ୟାକେଟ୍ ଜବତ କରି ପୋଲିସ ଏବଂ ସାଇଣ୍ଟିଫି ଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏହି ଲୁଟ୍ କରିଛି, ତାହା ଏବେ ସନ୍ଦେହ ଘେରରେ |

News Comment

You Might Also Like

BACK TO TOP