Breaking News

ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||     

ରାଜା ରାମଚନ୍ଦ୍ର ଥିଲେ ଓଡିଶା ସ୍ୱାଧୀନତା ର ଅନନ୍ୟ ସ୍ଥାପତି |

13-Jan-2025

ରାଜା ରାମଚନ୍ଦ୍ର ଥିଲେ ଓଡ଼ିଆ ସ୍ୱାଧୀନତା  ର ଅନନ୍ୟ ସ୍ଥପତି  | 
     **************************************

ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା, 13 /1 :

ଖଲ୍ଲିକୋଟ ରାଜା ବ|ହାଦୁର ସ୍ବର୍ଗତ ରାମଚନ୍ଦ୍ର ମର୍ଦରାଜ ଦେଓ ଓଡ଼ିଆ ଅସ୍ମିତା କୁ ବଜାୟ ରଖି ଓଡିଶା କୁ ଭାଷା ଭିତ୍ତକ ପ୍ରଦେଶ ଗଠନ ଏକ ଅନନ୍ୟ ସ୍ଥପତି ଭାବେ ଓଡିଶା ସମେତ ଅନ୍ତର୍ଜାତୀୟ ସ୍ତରରେ  ଓଡିଶା  ଦାବି ଉପସ୍ଥାପନ କରିଥିବା ନେଇ ଖଲ୍ଲିକୋଟ ରେ ଅନୁଷ୍ଠିତ 125 ତମ ଜୟନ୍ତୀ   ଉତ୍ସବ ର  ମଂଚାସୀନ ବକ୍ତା ମାନେ ମତ ପ୍ରକାଶ କରିଥିଲେ | ସ୍ଥାନୀୟ ଯୁବ ରାଜ ବଙ୍ଗଳା ପରିସର ରେ ମର୍ଦରାଜ ସଂ|ସ୍କୃତିକ ପରିଷଦ ର ସଭାପତି ଡାକ୍ତର ସାକେତ ରାମ|ରାଓ ଙ୍କ ଅଧକ୍ଷତା ରେ ଆୟୋଜିତ ଏକ ନିରାଡ଼ମ୍ବର ପୁର୍ଣ୍ଣ ସଭାରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ ମୁଖ୍ୟ ସୂଚନା କମିଶନର  ସୁନୀଲ କୁମାର ମିଶ୍ର ଓଡିଶା ଏକତ୍ରିତ କରି ସମଗ୍ର ଓଡ଼ିଆ ଜାତି କୁ  ମହନୀୟତା ପ୍ରତିପାଦନ କରିଛନ୍ତି ତାହା ଏଵେ ଓଡ଼ିଆ ଲୋକଙ୍କ ମନରେ  ଯ|ଜ୍ଜୁଲ୍ୟମାନ ହୋଇ ରହିବ ବୋଲି ପ୍ରକାଶ କରିଥିଲେ |  ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରାକ୍ତନ ଉଚ୍ଚ ଶିକ୍ଷା ନିର୍ଦେଶକ ଡ଼ଃ ପ୍ରଫୁଲ୍ଲ କୁମାର ରଥ ରାଜତନ୍ତ୍ର ଓ  ରାଜତନ୍ତ୍ର ଶାସନ ର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିବା ସହ ରାଜତନ୍ତ୍ର ଯୋଗୁଁ ଚତୁବର୍ଣ୍ଣ ସୁରକ୍ଷିତ ଥିଲା ଓ ହିନ୍ଦୁ ଧର୍ମ ସୁରକ୍ଷିତ ଥିଲା ବୋଲି ପ୍ରକାଶ କରିଥିଲେ | ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ କବି ପି ପ୍ରଶାସନିକ ସେବା ର ପୂର୍ବତନ ଅଧିକାରୀ ସୌମ୍ୟ ନାରାୟଣ ପାଣିଗ୍ରାହୀ ଯୋଗ ଦେଇ ମର୍ଦରାଜ ବଂଶ ର ଦାୟାଦ ସ୍ବର୍ଗତା ରାଣୀ ସୁଜ୍ଞାନ କୁମାରୀ ଦେଓ ନିଜ ଶ୍ୱଶୁର ଙ୍କ ପ୍ରେରଣା କୁ ପାଥେୟ କରି  ଯେଉଁ ଶିକ୍ଷା ପାଇ ଥିଲେ ସେହକୁ ଉପଯୋଗ କରି ନିଜକୁ ଜଣେ ଲୋକପ୍ରିୟ ଓ ଅପ୍ରତିଦ୍ବନ୍ଦି ନେତ୍ରୀ ଭାବେ ପ୍ରତିପାଦିତ କରିଥିଲେ | କବି ଓ ପ୍ରାକ୍ତନ ପୋଲିସ ଅଧିକାରୀ ଦିଲୀପ କୁମାର ଦାଶ ତାଙ୍କ ବକ୍ତବ୍ୟ ରେ ପ୍ରବାସୀ ଓଡ଼ିଆ ସମାବେଶ କୁ ଆସିଥିବା ଅତିଥି ମାନଙ୍କୁ ଖଲ୍ଲିକୋଟ ଅଞ୍ଚଳ ର ନାରାୟଣୀ ଙ୍କ ଠାରୁ ଆରମ୍ଭ କରି ତାରାତାରିଣୀ ପର୍ଯ୍ୟନ୍ତ ପ୍ରାକୃତିକ ଶୋଭା କୁ ବୁଲାଇ ଦେଖାଇବା ର ଆବଶ୍ୟକ ଥିଲା ବୋଲି ପ୍ରକାଶ କରିଥିଲେ | ସେହିପରି ବିଶିଷ୍ଟ କବି ସାହିତ୍ୟିକ ହରିପଦ ଶତପଥୀ ତାଙ୍କ ବକ୍ତବ୍ୟ ରେ ସ୍ବର୍ଗତ ରାମଚନ୍ଦ୍ର ଙ୍କୁ ବିବିଧ ବର୍ଣ୍ଣାଳୀ ର ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରକାଶ କରିଥିଲେ |  ଅନ୍ୟମାନଙ୍କ ମଧ୍ୟରେ ମର୍ଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ଓ ବରିଷ୍ଟ ଆଇନଜୀବୀ ସୁଧାଂଶୁ ଶେଖର ସାହୁ, ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଡକ୍ଟର ହର ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଓ ଶିକ୍ଷାବିତ ଚନ୍ଦ୍ରଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କବି ପ୍ରଭାତ କୁମାର ମିଶ୍ର  ଅତିଥି ପରିଚୟ ଓ ସଂଯୋଜନା କରିଥିଲେ |

News Comment

You Might Also Like

BACK TO TOP