Breaking News

ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||     

ଖଲ୍ଲିକୋଟ ଚଣ୍ଡୀ ଠାକୁରାଣୀ, ଚଣ୍ଡେଶ୍ୱର ମହାଦେବ ଙ୍କ ପୀଠରେ ମକର ମେଳା ଅନୁଷ୍ଠିତ |

14-Jan-2025

ଚଣ୍ଡୀ ଠାକୁରାଣୀ ଓ ଚଣ୍ଡେଶ୍ବର ମହାଦେବଙ୍କ ପୀଠରେ ମକର ମେଳା, 
      ------------------------------------------------------- 
ଓଡିଶା ଜନମତ  ବ୍ୟୁରୋ, ଖଲ୍ଲିକୋଟ, ମାଧବ ବେହେରା, ତା 14/1:

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଦପଲ୍ଲୀ ପଂଚାୟତର ଦେବୀଝର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ପ୍ରତିଷ୍ଠା ହୋଇ ପୂଜା ଅର୍ଚନା ପାଉଥିବା ଚଣ୍ଡୀ ଠାକୁରାଣୀ ଓ ଚଣ୍ଡେଶ୍ୱର ମହାଦେବ ମନ୍ଦିର ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଏକ ମକର ମେଳାର ଆୟୋଜନ କରାଯାଇଛି l ଏହି ମକରମେଳାକୁ ଧୁମଧାମରେ ପାଳନ କରାଯାଇଛି ଖଲ୍ଲିକୋଟ ବ୍ଲକର ବାଦପଲ୍ଲୀ ,ବାକୁଟୁଗାଁ ,ଆଇତିପୁର ଓ ତେନ୍ତୁଳିଆପଲ୍ଲୀ ପ୍ରଭୃତି ପଂଚାୟତର ଲୋକ ମାନଙ୍କୁ ନେଇ ଏକ କମିଟି  ବ୍ୟବସାୟୀ ତଥା ଯୁବନେତା  କାଳୁରାମ ମହାରଣାଙ୍କ ଦ୍ବାରା ସଂଗଠିତ କରାଯାଇଛି। ଏ ଅବସରରେ ଜଙ୍ଗଲ ପାହାଡ ଘେରା ପରିବେଶକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇ ଲୋକଙ୍କ ଉପଭୋଗ ପାଇଁ ରାମାୟଣ ଭଳି ପୌରାଣିକ ନାଟକ ମଞ୍ଚସ୍ଥ ହୋଇଥିଲା l ଦିନ ତମାମ ଖଲ୍ଲିକୋଟ ଅଂଚଳର ଏହି ସବୁ ପଂଚାୟତ ସମେତ ପଡୋଶୀ ବେଗୁନିଆପଡା ,ବାଣପୁର ବାଲୁଗାଁ ଅଂଚଳର ବହୁ ପୁରୁଷ ମହିଳା ଏହି 
ପର୍ଯ୍ୟଟନ ସ୍ଥଳୀକୁ ଆସି ସଂକ୍ରାନ୍ତି ଉପଲକ୍ଷେ ଉଭୟ ଶୈବ ଶାକ୍ତ ଥିବା ମନ୍ଦିରରେ ଦିନ ତମାମ ରହି ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞରେ ସାମିଲ ହୋଇ ପୂଜା ଅର୍ଚନା କରିଥିଲେ l ଏଠାରେ ବାଦପଲ୍ଲୀ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡ଼ିକରୁ ବହୁ ପୁରୁଷ ଓ ଆଦିବାସୀ ମାନଙ୍କ ସମେତ ପ୍ରାୟ ପଚିଶି ହଜାରରୁ ଉର୍ଧ ଭକ୍ତ ଓ ଦେଖଣାହାରୀଙ୍କ ଭିଡ ଜମିଥିଲା l ବିଭିନ୍ନ ଅସ୍ଥାୟୀ ଦୋକାନ ଖୋଲାଯାଇ ଥିବା ବେଳେ ଏହି ମକର ମେଳାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଭେଜିପୁଟ ଫାଣ୍ଡି ପୋଲିସ ଉପସ୍ଥିତ ରହି ଭିଡ ନିୟନ୍ତ୍ରଣ କରିଥିଲେ l ଲୋକମାନେ ଦେବୀଝର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିଥିଲେ। ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଠିକ ସେହିପରି ଚିଲିକା ଉପକୁଳରେ ଓଡ଼ିଆ ଆଲପୁର ଠାରେ ଦ୍ବିତୀୟ କାଳିଜାଇ ମନ୍ଦିର ପରିସରରେ ମଧ୍ୟ ମକର ମେଳା ଅନୁଷ୍ଠିତ ହୋଇଥିଲା |

News Comment

You Might Also Like

BACK TO TOP