Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଆଗକୁ ଆସୁଛି ହୋଲି ବୁଗୁଡ଼ା ରେ ଜମୁଛି ହୋଲି ସାମଗ୍ରୀ ବେପାର |

12-Mar-2025

ଆଗକୁ ଆସୁଛି ହୋଲି , ଏବେଠୁ ଜମୁଛି ହୋଲି ସାମଗ୍ରୀ ବେପାର,

ଓଡିଶା ଜନମତ, ବୁଗୁଡା ହର ପ୍ରସାଦ ପାଢ଼ୀ, ତା ୧୨/୦୩/୨୫ :
ଆଗକୁ ଆସୁଛି ହୋଲି ଖେଳର ପର୍ବ ଦୋଳ ପୂର୍ଣ୍ଣିମା। ବୁଗୁଡା ସହରରେ ବିରଞ୍ଚି ନାରାୟଣ ଏବଂ ବଳଦେବ ମନ୍ଦିର ପକ୍ଷରୁ ଉତ୍ସାହର ସହ ଦୋଳ ଉତ୍ସବ ପାଳନ ଅବସରରେ ଦୈନିକ ସାନ୍ଧ୍ଯ କାଳରେ ଦୋଳଗୋବିନ୍ଦଙ୍କୁ ଦୋଳବିମାନରେ ଉପବେଶନ କରାଇ ନଗର ଭ୍ରମଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଆସନ୍ତା ଶନିବାର ଦିନ ରଙ୍ଗବେରଙ୍ଗର ହୋଲି ଖେଳିବା ପାଇଁ ଆବାଳବୃଦ୍ଧବନିତା ଉତ୍କଣ୍ଠିତ ଥିବାବଳେ ସହରର ଅନେକ ସ୍ଥାନରେ ବିଭିନ୍ନ ରଙ୍ଗର ପସରା ମେଲାଇଥିବା ବ୍ଯବସାୟୀଙ୍କ ବେପାର ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି। ବୁଗୁଡା ସହରାଞ୍ଚଳର ହାଇସ୍କୁଲ ଛକ, ପୁରୁଣା ବସଷ୍ଟାଣ୍ଡ , ବ୍ଲକ ଛକ, ଗଣେଶ ମାର୍କେଟ୍ କମ୍ପ୍ଲେକ୍ସ , ମଦନ ମୋହନ ଛକରେ ମାଳ ମାଳ ହୋଲି ସାମଗ୍ରୀ ବିକ୍ରି ଦୋକାନ ଖୋଲା ଯାଇଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ବହୁଳ ଭାବରେ ହୋଲି ସାମଗ୍ରୀ ବିକ୍ରି ଦୋକାନ ଦେଖିବାକୁ ମିଳିଛି। ଦୋକାନ ଗୁଡିକରେ ଟୋପି, ଫେସ୍ ମାସ୍କ, ପିଚକାରୀ, ବେଲୁନ୍, ପୋଷାକ, ଚଷମା, କଲର ସ୍ପ୍ରେ ଆଦି ସାମଗ୍ରୀର ବେପାର ମଧ୍ୟ ଜମୁଛି । ଛୋଟ ପିଲାଙ୍କ ଲାଗି ସ୍ବତନ୍ତ୍ର ଭାବେ ଖେଳନା ଯାହାକୁ ବ୍ୟବହାର କରି ପିଲାଏଁ ହୋଲି ଖେଳିବେ ଓ ମଜା ନେବେ ତାହା ମଧ୍ୟ ବିକ୍ରି ହେଉଛି।ବଡ ବଡ ଅବିର ପ୍ଯାକେଟଠୁ ଆରମ୍ଭ କରି ଛୋଟ ଛୋଟ ପ୍ଯାକେଟ ମଧ୍ୟ ବିକ୍ରି ହେଉଛି। ସୁଗନ୍ଧିତ ଅବିର ୧୦୦ ଗ୍ରାମ ପ୍ଯାକେଟ ପ୍ରତି ୧୦ ଟଙ୍କା ରହିଥିବା ବେଳେ ହର୍ବାଲ୍ ରଙ୍ଗ ୧୦୦ ଗ୍ରାମ ପ୍ଯାକେଟ ୫୦ ଟଙ୍କାରେ ବିକ୍ରି ହେଉଛି। ବିଶେଷ କରି ହର୍ବାଲ ରଙ୍ଗର ଚାହିଦା ସବୁଠାରୁ ଅଧିକ ରହିଥିବା ବେଳେ ଏ ବର୍ଷ ହୋଲି ବେପାର ଜମୁଥିବା ନେଇ ବେପାରୀମାନେ ସ୍ବୀକାର କରିଛନ୍ତି।

News Comment

You Might Also Like

BACK TO TOP