Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ପୁରୁଷୋତ୍ତମପୁର ବ୍ଲଜ ପରିସର ରେ ପଂଚାୟତ ରାଜ ଦିବସ ପାଳିତ |

25-Apr-2025

ପୁରୁଷୋତ୍ତମପୁର ବ୍ଲକରେ ପଞ୍ଚାୟତ ଦିବସ ପାଳିତ | ୪ଟି ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ,

                     ଓଡିଶା  ଜନମତ  ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ  ପରିସରରେ ଜାତୀୟ ପଞ୍ଚାୟତିରାଜଦିବସ ବ୍ଳକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଛି |  ଏହି କାର୍ଯ୍ୟକ୍ରମ ରେ ବ୍ଳକ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ଶରତ ଚନ୍ଦ୍ର ପାତ୍ର,  ଆସ୍କା ଏମପି ନମିନି ଅନିଲ ପଣ୍ଡା, ଖଲ୍ଲିକୋଟବିଧାୟକ ନମିନି କୋରନାଥ ସ୍ୱାଇଁ,ବ୍ଳକ ସରକାରୀ ଯନ୍ତ୍ରୀ  ସରୋଜ କୁମାର ସାବତ, ଯୋଗାଣ ଅଧିକାରୀ ନୀଳିମା ମହାନ୍ତି, ସିଏଚ ନୂଆଙ୍ଗା ସମିତି ସଭ୍ୟ ଆଭା ପରିଡା, ବାଘଳା ସମିତି ସଭ୍ୟ ପ୍ରକାଶ ଚନ୍ଦ୍ରନାହାକ , ବାଘଳା ସରପଞ୍ଚ ହୀନ ଖୁଣ୍ଟିଆ,  ମଞ୍ଚାସିନ ରହି  ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ପଞ୍ଚାୟତି ରାଜ ଓ – ପାନୀୟ ଜଳ ବିଭାଗ ଓଡି଼ଶା ସରକାରଙ୍କ ଦ୍ଵାରା ଆୟୋଜିତ ପୁରି ଜିଲ୍ଲା ତାଳବଣିଆ ଠାରେ ଭବ୍ୟ  ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପଞ୍ଚାୟତି ରାଜ ଦିବସ ଉପରେ  ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ରାଜ୍ୟରେ ଥିବା ସମସ୍ତ ଳ ପଞ୍ଚାୟତ ସମିତି ର ସାଧାରଣ  ବୈଠକକୁ ଅନ ଲାଇନ ମାଧ୍ୟମରେପରିଚାଳନା କରିବା ନିମନ୍ତେ ଈ-ପଞ୍ଚାୟତ ସଭା ପୋର୍ଟାଲର ଉନ୍ମୋଚନ କରିଥିଲେ । ପି.ପି.ଏମ.ଏସ ପୋର୍ଟାଲ, ପଞ୍ଚାୟତ ମନିଟରିଂ ସିଷ୍ଟମର ମୋବାଇଲ ପୋର୍ଟାଲ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ  ଘର ଯୋଜନାରେ ହିତାଧୁକାରୀଙ୍କୁ ସବସିଡ୍ ଛାଡ଼, ପ୍ରତି ବ୍ଲକରେ କସ୍ତରୀୟ ଷ୍ଟାଡିୟମର ଭିଭିପ୍ରସ୍ତର ସ୍ଥାପନ, ନୂତନ ସୁଭଦ୍ରା ହିତା ଧୂକାରୀଙ୍କୁ ସାମିଲ, ଗ୍ରାମ ପଞ୍ଚାୟତ ଗୁଡିକ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ, ୬ ଲକ୍ଷ ହିତାଧୁକାରୀ ଙ୍କୁ ନୂତନ ରାସନ କାର୍ଡ ପ୍ରଦନର ଶୁଭାରମ୍ଭକରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ର ଅନ୍‌ଲାଇନ ଭିଡିଓ ମାଧ୍ୟମରେ ପ୍ରଦର୍ଶନକରାଯାଇଥିଲା । ପୁରୁଷୋତ୍ତମପୁର ବ୍ଲକ ସଭା ରେ ଆୟୋଜିତ ଭିଡିଓ ପ୍ରଦର୍ଶନୀ କ୍ରମ ରେ ପଞ୍ଚାୟତିରାଜ ଦିବସ ଉତ୍ସବରେ ମଞ୍ଚାସିନ ଅତିଥି ମାନେ ବ୍ଲକ ପ୍ରଦୀପ ପ୍ରଜ୍ଵଳନ ସହ ପୁରୁଷୋତ୍ତମପୁର ବ୍ଲକ , ସ୍ତରରେ ରାସନ କାର୍ଡ ହିତାଧୁକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ | ଆଛୁଳି,ଟଙ୍କାଛାଇ, ସମା ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତକୁ କାର୍ଯ୍ୟଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ,  ନିଜସ୍ୱ ଆୟ ବୃଦ୍ଧି, ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ  ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଚୟନ ହୋଇଆସିଥିବା ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବ୍ଳକଅତିରିକ୍ତ ଗୋଷ୍ଟି ଉର୍ନ୍ନୟନ ଅଧିକାରୀନିରାକାର ଜେନା,ସିଡିପିଓ ଲଳିତା ମଲ୍ଲିକ,ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ମୁଖ୍ୟ ଯନ୍ତ୍ରୀ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଯନ୍ତ୍ରୀ, ଜିପିଓ ମୀନକେତନ ବେହେରା, ବ୍ଳକ ଡେଭଲପ ମେଣ୍ଟ ଅଧିକାରୀ ମୀନ କେତନ ପାଢ଼ୀ, ସିପି ବରୁଣ ପାତ୍ର, ମୁଖ୍ୟ କିରାଣୀ,ଏବଂ କୋଷାଧକ୍ଷ ଜି କାର୍ତ୍ତିକେଶ୍ୱର ରାଓ, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଜନ ପ୍ରତିନିଧି, ସମସ୍ତ ବ୍ଳକ ଷ୍ଟାଫ, ଏମ୍ବିକେ, ସିଆରପି, ଓ ହିତାଧିକାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହଯୋଗ କରିଥିଲେ  |

News Comment

You Might Also Like

BACK TO TOP