Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

ଶିକୁଳା ଗ୍ରାମର ଦୁଷ୍ମନ୍ତ ହତ୍ୟା କାଣ୍ଡ ର ତୃତୀୟ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ପୁରୁଷୋତ୍ତମପୁର ପୋଲିସ ||

16-Sep-2025

ଶିକୁଳା ଦୁଷ୍ମନ୍ତ ହତ୍ୟା କାଣ୍ଡ ରତୃତୀୟ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ  |

        ଓଡିଶା ଜନ ମତବ୍ୟୁରୋ,

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧିକାରୀରାଜେଶ ନାୟକ ଓ ଷ୍ଟାଫ ଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଦୀର୍ଘ  ଛ ମାସରୁ ଅଧିକ ସମୟ  ବିତିଯାଇଥିଲେ ମଧ୍ୟ  ଶିକୁଳା ଗ୍ରାମର ଦୁଷ୍ମନ୍ତ ମହାପାତ୍ର ଓରଫ ଟିକିନା ଙ୍କ ହତ୍ୟା କାରି କୁ ଧରିବାରେପୋଲିସ କୁ  ସଫଳତା ମିଳିଛି |  ଏବଂ ହତ୍ୟାକାରୀ  ସେହି ଗ୍ରାମର ସରପଞ୍ଚ ଙ୍କ ସ୍ୱାମୀ ଦିବାକର ବେହେରା ଙ୍କୁ ଧରି ଥାନାକୁ ଆଣି ଆଜି ତାଙ୍କୁ କୋର୍ଟ ଫାରୁଆଡ଼ କରିଛନ୍ତି | ଏହି ଘଟଣା  ଚଳିତ ମାର୍ଚ୍ଚ ୨୮ ତାରିଖ ଦିନ ଘଟିଥିଲା | ପୂର୍ବରୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ଦୁଷ୍ମନ୍ତ  ସନ୍ଧ୍ୟ ସମୟରେ  ଗାଡ଼ିରେ ଆସୁଥିବାର ଦେଖି ଅଭିଯୁକ୍ତ ମାନେ ଦୁଷ୍ମନ୍ତ ଉପରକୁ ଅତର୍କିତ ଭାବେ ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବାସ୍ତରେ ତଳେ ପଡି ଯାଇଥିବାବେଳେ   ଅଭିଯୁକ୍ତ ମାନେ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲେ | ତେବେ କିଛି ଦିନ ପରେ ପୋଲିସ ଦୁଇ ଅଭିଯୁକ୍ତ କୁ  ଧରି କୋର୍ଟ ଚାଲାଣ କରିଥିଲା ବେଳେ, ଆଜି ତୃତୀୟ ଅଭିଯୁକ୍ତ ଦିବାକାର ବେହେରା ଙ୍କୁ ଗିରଫ କରି ବାରେ ସଫଳ ହୋଇଛନ୍ତି  | ତେବେ ଏହି କାର୍ଯ୍ୟ ରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବେ ବୋଲି  ଆଇ ଆଇସି କହିଛନ୍ତି |

News Comment

You Might Also Like

BACK TO TOP