Breaking News

କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||      ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||     

ଅଙ୍ଗାର ଗାଁ ରେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଉପଲକ୍ଷେ ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ |

23-Sep-2025

ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଉପଲକ୍ଷେ ଅଙ୍ଗାର ଗାଁ ରେ ସ୍ୱାସ୍ଥ୍ୟ ସେବା ଅନୁଷ୍ଠି || କାର୍ଯ୍ୟକ୍ରମ ଅନୁଷ୍ଠିତ | ଭାରତ ର ଯସଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଯୀ ଙ୍କ 75 ତମ ଜନ୍ମ ବାର୍ଷିକ ଉପଲକ୍ଷେ ଭାରତୀୟ ଜନତା ପାର୍ଟୀ ର ସେବା ପକ୍ଷ୍ୟ ଅବସରରେ  ଅଙ୍ଗାରଗାଁ ମଣ୍ଡଳ ର ମଣ୍ଡଳ ସଭାପତି ଶ୍ରୀ ରାଜେନ୍ଦ୍ର ଭୂୟାଁ ଙ୍କ ସଂଯୋଜନା ରେ ବଡ଼ ଖାଇରଖମା ଶକ୍ତି କେନ୍ଦ୍ର ର ଗୁଞ୍ଜବାଳା ଗ୍ରାମ ରେ  ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ସହ ସ୍ଵାସ୍ଥ୍ୟ ନାରୀ ସସକ୍ତ ପରିବାର କାର୍ଯକ୍ରମ  କୁ ମଣ୍ଡଳ ର ସଭାପତି ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଟ ଡାକ୍ତର ପ୍ରତୀକ ଦାସ ଏବଂ ଜେରିଆଟ୍ରିକ ଏବଂ ଭେଷଜ  ବିଭାଗର ବରିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ, ମନୋଜ କୁମାର ସାହୁ ଏବଂ ଆୟୁଷ ଡାକ୍ତର ବାନୋଜା ପଣ୍ଡା ସହିତ ଅନ୍ୟାନ୍ୟ ବିଭାଗର ଫାର୍ମାସିଷ୍ଟ, ଲ୍ୟାବ ଟେକନିସିଆନ ଏବଂ ଭାରତୀୟ ଜନତା ପାର୍ଟୀ ପୂର୍ବତନ ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ମିସ୍ତ୍ରୀ,ñ ସେବା ପକ୍ଷ ମଣ୍ଡଳ  ସଂଯୋଜକ ସୁଶାନ୍ତ ପାଣ୍ଡୀ,ବଡ଼ ଖାଇରଖାମା ଶକ୍ତିକେନ୍ଦ୍ର ର ପ୍ରମୁଖ ପଦ୍ମ ଚରଣ ସାହୁ,ସାଧାରଣ ସମ୍ପାଦକ ଚନ୍ଦ୍ର ମୋହନ ଜେନା,ବସନ୍ତ କୁମାର ଭୂୟାଁ, ଯୁବନେତା ମିଟୁ ପ୍ରଧାନ,ବିଜୁଳି ପ୍ରଧାନ,ସରପଞ୍ଚ କାଶୀନାଥ ବେହେରା, ସେବା ପକ୍ଷ ସଂଯୋଜକ ଆଭା ପରିଡ଼ା ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ର ବହୁ ଯୁବ ନେତା ମାନେ ସହଯୋଗ କରିଥିଲେ । ପରିଶେଷରେ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଥିଲେ ।ଉକ୍ତ ଶିବିରରେ 400 ସହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ ।

News Comment

You Might Also Like

BACK TO TOP