Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ବିଲ ରେ ଆଉ ଦେଖିବାକୁ ମିଳୁନାହିଁ ବିଲ କଙ୍କଡା |

09-Oct-2025

ଆଉ ଦେଖିବାକୁ ମିଳୁନାହିଁ ବିଲ  କଙ୍କଡ଼ା |

      ଓଡିଶା ଜନ ମତ ବ୍ୟୁରୋ,

ଏଇ କିଛି ବର୍ଷ ପୂର୍ବେ ଧାନ ବିଲରେ ବେଉସା ବେଳେ ଓ ଧାନ କଟା ସମୟରେ ଛୋଟ, ଛୋଟ ବିଲ କଙ୍କଡା ଦେଖିବାକୁ ମିଳୁଥିଲା | ବେଉସା ପାଈଁ କିମ୍ବା ଧାନ କଟା ପାଈଁ ଯାଇଥିବା ମହିଳା ମାନେ ସେମାନଙ୍କ ପରିବାର ର ଛୋଟ ପିଲାମାନଙ୍କ ନିମନ୍ତେ ଗୋଟେ ଦୁଇଟି       ଧରି ଆସିଥାନ୍ତି, ପିଲାମାନେ ତାକୁ ଧରି ବହୁତ ଖୁସି ହୁଅନ୍ତି | ତାର ଲମ୍ବା, ଲମ୍ବା ଗୋଡ଼ରେ ସେ ଯେତେବେଳେ ଡଗ, ଡଗ ହୋଇ ଚାଲିଯାଏ ସେତେବେଳେ ପିଲାମାନେ ଅନ୍ୟ ପିଲାଙ୍କୁ ହେଇଟି କଙ୍କଡା ପଲେଇ ଗଲା ବୋଲି ବଡ଼ ପାଟିରେ ଡ଼ାକ ଦେଇ ତାକୁ ଧରି ନିଅନ୍ତି | କିନ୍ତୁ ଆଜି ତାହା ବିଲୁପ୍ତ ପ୍ରାୟ  | ଏହାର କାରଣ ହେଲା ପାଣିପାଗ  ବିଗୁଡ଼ୁଛି ପରିବେଶ ସନ୍ତୁଳନ, ବଢୁଥିବା ଜନସଂଖ୍ୟା ଅନୁପାତରେ ଫସଲ ଉତ୍ପାଦନ କରିବାକୁ ଜମିରେ ମାତ୍ରାଧିକ ରାସାୟନିକ ସାର ବ୍ୟବହାର କରାଯାଉଛି । ଏହାର ପରିଣାମ ଭୟାବହ ହେଲାଣି । ମୃର୍ତ୍ତିକାରେ ଅମ୍ଳତା ବଢିବା ସାଙ୍ଗକୁ ଚାଷ ଜମି ଉର୍ବରତା ହରାଉଛି । କେବଳ ଏତିକି ନୁହେଁ ଜମିର ଜୈବ ବିବିଧତା, ପରିସଂସ୍ଥା ମଧ୍ୟ ପ୍ରଭାବିତ ହେଉଛି । ବର୍ଷାଦିନେ ପ୍ରଚୁର ମାତ୍ରାରେ ମିଳୁଥିବା ବିଲ କଙ୍କଡ଼ା ଏବଂ ଦେଶୀ ଚୁନା ମାଛ ବିଲୁପ୍ତ ଅବସ୍ଥାକୁ ଆସିଗଲେଣି । ଗତ ଦୁଇଦଶନ୍ଧି ମଧ୍ୟରେ କଙ୍କଡ଼ା ଓ ମାଛ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଥିବା କହିଛନ୍ତି ଜିଲ୍ଲାର ଚାଷୀ ।  ପୁରୁଷୋତ୍ତମପୁର ବ୍ଲକର ଅଧିକାଂଶ ଜମିରେ ଅମ୍ଳତା ପରିମାଣ ୭୦ ପ୍ରତିଶତ ଟପିଛି । ଏହାର ପ୍ରମୁଖ – କାରଣ ଜୈବିକ ସାର ପରିବର୍ତ୍ତେ  ମାତ୍ରାଧୂକ ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାର ବୋଲି କୁହାଯାଉଛି  । ଚାଷରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ମଧ୍ୟ – ଏହାର ଆଉ ଏକ କାରଣ ବୋଲି କୁହାଯାଉଛି  । ଚାଷୀଙ୍କ କହିବା କଥା, ଜମିରେ ଊଠୁଥିବା - ଅନାବନା ଘାସକୁ ହାତରେ ବାଛିବା କମିଗଲାଣି । ଘାସମରା ଔଷଧରେ ଘାସ ମୂଳୋତ୍ପାଟନ– କରାଯାଉଛି । ଏହା ଯଦିଓ ସାମୟିକ ସମ ସମସ୍ୟାର ସମାଧାନ କରିଦେଉଛି । ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖୁବାକୁ ମିଳିଲାଣି । ଘାସମରା  ଔଷଧ ଚାଷୀଙ୍କ ବନ୍ଧୁ କୁହାଯାଉଥିବା ଜିଆବଂଶକୁ ଲୋପ କରିବାକୁ ବସିଲାଣି ।  ଦିନ ଥୁଲା ଧାନ ବିଲରୁ ପ୍ରଚୁର କଙ୍କଡ଼ା, ମାଗୁର,ବାହାର ,ଗଡ଼ିଶା, ଭଳି ଭଳିକି ଭଳି ଚୁନାମାଛ ମିଳୁଥିଲା । ବର୍ଷାଦିନେ ନଦୀନାଳର ପାଣି ଉଛୁଳି ଜମିରେ ମାଡ଼ୁଥିଲ । ମାଛ ଓ କଙ୍କଡ଼ା ବଂଶ ବିସ୍ତାର କରୁଥିଲେ । ଏବେ ଏହା  ବିରଳ ହେଲାଣି । । ସମସ୍ୟା  ସମ୍ପର୍କରେ ବ୍ଲକର ଅଗ୍ରଣୀ ଚାଷୀ ହରିଶ ମହାନ୍ତି  କୁହନ୍ତି, ଗୋମହିଷାଦି ପ୍ରାଣୀ ସମ୍ପ ସମ୍ପଦ ହ୍ରାସ ପାଇବା ଫଳରେ ଜୈବିକ ସାର ଯୋଗାଡ଼ କରିବା କଷ୍ଟକର ହେଉଛି । ଗୋବର ଖତ ଟ୍ରାକ୍ଟର ର ପିଛା ୩୦୦୦  ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବର୍ଷକୁ ବର୍ଷ ସାର ବ୍ୟବହାର ପରିମାଣ ବଢ଼ିବାରେ ଲାଗିଛି । ୨୦ ବର୍ଷ ପୂର୍ବେ ଖରିଫ ଚାଷ ସମୟରେ ବିଲରୁ ପ୍ରଚୁର କଙ୍କଡ଼ା, ମାଛ ମିଳୁଥିଲେ । ଏହା ଏବେ ଦେଖୁବାକୁ ସ୍ଵପ୍ନ ହେଲାଣି । ପୂର୍ବରୁ ଜମିରେ ହିଡ଼ ଚଉଡ଼ା ୪ରୁ ୫ଫୁଟ ରହୁଥିଲା । ଦୁଇ ଜଣ ସହଜରେ ଚାଲି ଚାଲି ଯାଇ ପାରୁଥିଲେ । ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ହିଡ଼ ଚଉଡ଼ା - ୧ ଫୁଟ୍‌ରେ ପହଞ୍ଚିଲାଣି । ତେଣୁ ସଂକୀର୍ଣ୍ଣହିଡ଼ ତଳେ ମାଛ, କଙ୍କଡ଼ା ବଂଶବିସ୍ତାର କରିପାରୁନାହାନ୍ତି । ସରକାର ଜୈବିକ କୃଷିକୁ ଗୁରୁତ୍ବ ଦେଉଛନ୍ତି । ଜମି ଉର୍ବରତା ଫେରାଇ ଆଣିବାକୁ ବିଭିନ୍ନପ୍ରକାର କୃଷି ବୈଜ୍ଞନିକ ମାନଙ୍କ ସହ କଥା ହୋଇ ନୁଆଁ, ନୁଆଁ ବ୍ୟବସ୍ତା କରୁଛନ୍ତି | କିନ୍ତୁ ସେତେବେଳ କୁ ଏହି ସବୁ ପ୍ରଜାତି ମାନେ ଲୋପ ହୋଇ ସାରିଥିବେ | ଯେପରି ଘର ଚଟିଆ, ଶାଗୁଣା ବଂଶ କମିଯାଇଛନ୍ତି  |

News Comment

You Might Also Like

BACK TO TOP