Breaking News

ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||     

ଆସ୍କା ବିଧାୟକ ଙ୍କ ସହଯୋଗ ରେବିଧାନ ସଭା ଗୃହ କୁ ପରିଦର୍ଶନ କଲେ ଆସ୍କା କଲେଜ ଛାତ୍ର, ଛାତ୍ରୀ, ଓ ଷ୍ଟାଫ |

22-Feb-2026

 ଆସ୍କା ବିଧାୟକ ଙ୍କ ନେତୃତ୍ୱ ରେ ବିଧାନସଭା ପରିଦର୍ଶନରେ ଆସିକା କଲେଜ ର ବିଦ୍ୟର୍ଥୀ,

       ଓଡିଶା ଜନ ମତ ବ୍ୟୁରୋ, 

 ଆସ୍କା ବିଧାୟକ ଙ୍କ ନେତୃତ୍ୱ ରେ ଓଡିଶାର ପବିତ୍ର ବିଧାନସଭା ପରିଦର୍ଶନ ପାଇଁ ଗଲେ  ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା l ରାଜ୍ୟ ରାଜଧାନୀ ରେ ପହଂଚି ମାନ୍ୟବର ବିଧାୟକ ଆସିକା ସରୋଜ କୁମାର ପାଢ଼ୀ ଙ୍କ ନେତୃତ୍ୱ ରେ ଓଡିଶା ବିଧାନସଭା ର ମାନନୀୟା ବାଚସ୍ପତି  ସୁରମା ପାଢ଼ୀ ଓ ମାନନୀୟ ଉପ ବାଚସ୍ପତି  ଭବାନୀ ଶଙ୍କର ଭୋଇ ସୌଜନ୍ୟମୂଳକ ସାକ୍ଷାତ ଓ ଶିକ୍ଷା ଉପାରେ ଆଲୋଚନା କରିଥିଲେ।lଜ୍ଞାନ ଓ ଗବେଷଣାର ରାଜ୍ଯ ଓଡିଶାର ପ୍ରଗତିରେ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ବ୍ୟକ୍ତ କରିବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ଶୁଭକାମନା ଜଣାଇଛନ୍ତି। ଏହି ଶିକ୍ଷା ପରିଭ୍ରମଣର କାର୍ଯ୍ୟକ୍ରମ ରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ ଡ଼. ସନ୍ତୋଷ କୁମାର ଚୌଧୁରୀ, ରାଜନୀତି ବିଜ୍ଞାନ ର ବିଭାଗ ମୁଖ୍ୟ ଡ଼. ଅଭୟ କେଶରୀ ପରିଛା ପଟନାୟକ, ଅଧ୍ୟାପିକା ମିନତୀ ବେହେରା,ଅଧ୍ୟାପକ ଗୌତମ ମାଝୀ, ରାଜନୀତି ବିଜ୍ଞାନ ବିଭାଗ ର ସ୍ନାତକ ବିଭାଗ ର ଛାତ୍ର ଛାତ୍ରୀ ମାନେ ଓଡିଶା ରାଜନୈତିକ ଇତିହାସ,ସଂପୁର୍ଣ ଗଭେଷଣା ରତ ଲାଇବ୍ରେରୀ, ବିହାର-ଓଡିଶା ରାଜନୀତି ର ବିଶେଷାଜ୍ଞ, ବିଧାନସଭା ର ପ୍ରଶାସନିକ ଵିଧି ବ୍ୟବସ୍ଥା,ନେତା ମାନଙ୍କୁ ଦେଖିବା ରେ ସୁଯୋଗ ମିଳି ଥିଲା l ଏହା ଦେଖି ବିଦ୍ୟର୍ଥୀ ମାନେ ନିଜ ମନ ଭିତରେ ସିଂହରଣ ସୃଷ୍ଟି ହୋଇଥିଲା l ଏହା ଆସିକା ବିଜ୍ଞାନ କଲେଜ ର ଇତିହାସ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି l

News Comment

You Might Also Like

BACK TO TOP