Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

ବାହାଘର ପାଇଁ କନ୍ୟା ଘର ଗାଁ କୁ ଯାଇ ବରଯାତ୍ରୀ ଙ୍କ ଉନ୍ମତ କାଣ୍ଡ |

27-Feb-2026

 ବାହାଘର ପାଇଁ କନ୍ୟା ଘରକୁ ଯାଇ କନ୍ୟାଘର ଗାଁରେ ବରଯାତ୍ରୀଙ୍କ ତୁମୁଳ କାଣ୍ଡ।, 

ଓଡିଶା ଜନ ମତ ବ୍ୟୁରୋ,, 
ବେଳେ ବେଳେ  ବାହାଘର ପାଇଁ ବର ସହିତ ଯାଉଥିବା ବରଯାତ୍ରୀ  ମାନଙ୍କ ଦୌରାତ୍ମ୍ୟ ଯୋଗୁଁ ବହୁତ ଅଘ ଟନ ଘଟୁଥିବାର ଶୁଣା ଯାଉଛି | ଏପରି ଏକ କାଣ୍ଡ କାରନାମା ଘଟିଛି ହିନ୍ଦୋଳ ବ୍ଳକ୍ ରାସୋଳ ଥାନା ଈଶ୍ବରାପାଳ ମୁଗପାଟଣା ସାହିରେ ବରଯାତ୍ରୀଙ୍କର ତୁମୁଳକାଣ୍ଡ ଦେଖ‌ିବାକୁ ମିଳିଛି। ସୂଚନା ମୁତାବକ ସାନନଡବ ଗ୍ରାମର ଅମୂଲ୍ୟ ନାଏକଙ୍କ ପୁତ୍ର ଅଜୟ ନାଏକ ଈଶ୍ବରାପାଳ ମୁଗପାଟଣା ସାହିର ପୂର୍ଣ୍ଣଚନ୍ଦ୍ର ନାଏକଙ୍କ କନ୍ୟା ଆରତୀ ନାଏକଙ୍କୁ ବିବାହ କରିବାକୁ ବୁଧବାର ଅପରାହ୍ନରେ କନ୍ୟା ଗାଁରେ ବରଯାତ୍ରୀ ଶୋଭାଯାତ୍ରା କରିବା ସମୟରେ ତୁମୁଳକାଣ୍ଡ ଘଟିଥିଲା । କନ୍ୟାଘର ଗାଁ ଲୋକ ଏବଂ ବରଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଭୀଷଣ ଗଣ୍ଡଗୋଳର ରୂପ ନେଇଥିବାବେଳେ ବରଯାତ୍ରୀ ଆଣିଥିବା ବସ୍ ଭଙ୍ଗାରୁଜା ହୋଇଥିଲା। ଗଣ୍ଡଗୋଳକୁ ଦେଖି କନ୍ୟାଙ୍କ ପିତା ପୂର୍ଣଚନ୍ଦ୍ର ପୋଲିସକୁ ଜଣାଇବାରେ ରାସୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ବଡ଼ ଦୁଃଖର ବିଷୟ କି ପୋଲିସର ଉପସ୍ଥିତିରେ ଜଣେ ଯୁବକଙ୍କୁ କାର ଭିତରୁ ଟାଣିନେଇ ଦଳି ପକାଇଥିଲେ। ଗଣ୍ଡଗୋଳରେ ଉଭୟ ପକ୍ଷରୁ ପ୍ରାୟ ୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ବାହାଘରରେ ଏପରି ଗଣ୍ଡଗୋଳକୁ ନେଇ ସାଧାରଣରେ ଦୃଢ଼ ନିନ୍ଦା କରାଯିବା ସହ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

News Comment

You Might Also Like

BACK TO TOP