Breaking News

କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||     

ଖଲ୍ଲିକୋଟ ବ୍ଳକରେ ଖୋଲିଲା ଧାନ ମଣ୍ଡି, ଉଦଘାଟନ କଲେ ବିଧାୟକ |

03-Jan-2025

ଖଲ୍ଲିକୋଟ ବ୍ଲକ ରେ ଖୋଲିଲା ଧାନ ମଣ୍ଡି |ଓଦା ଓ ଗଜା ଧାନ କୁ ନେଇ ଚିନ୍ତାରେ ଚାଷୀ | 
     **************************** 

                              ଓଡିଶା ଜନମତ, 
ଖଲ୍ଲିକୋଟ: ମାଧବବେହେରା, 3/1 : ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇଁକାଣୀ ପଲ୍ଲୀ ପଂଚାୟତ ର ବାରସର ପ୍ରାଥମିକ ସମବାୟ ସମିତି ରେ ବ୍ଲକ ର ପ୍ରଥମ ଧାନ  ମଣ୍ଡି କୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି |ଉକ୍ତ ମଣ୍ଡି ଉଦଘାଟନ ରେ ବି ଡ଼ି ଓ ଦେବାଶିଷ ସାମଲ ପି ତହସିଲଦାର ବି ମାଲେସୁ ପାତ୍ର ଆତ୍ମା ଅଧକ୍ଷ ଦାମୋଦର ମହାପାତ୍ର, ଯୋଗାଣ ନିରୀକ୍ଷକ ଶୁଭଶ୍ରୀ ବେହେରା, ସମିତି ସଭ୍ୟ ମିନତୀ ପାଢ଼ୀ, ପୂର୍ବତନ ବି ସି ସି ବ୍ୟାଙ୍  ନିର୍ଧେଶକ ସଞ୍ଜୟ କୁମାର ସେଠି, ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ସେଠି ଏ ଆର ସି ଯୋଗମାୟା ସାବତ, ନିରଞ୍ଜନ ନାୟକ ତାଳପଡା ସରପଞ୍ଚ ମନୋଜ କୁମାର ସେଠି, ବ୍ଲକ ଅଧକ୍ଷ ଙ୍କ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ବାରସର ର ପାକ୍ସ ର ସଭାପତି ବଳରାମ ଗୌଡ଼ ସମ୍ପାଦକ ପଦ୍ମ ଚରଣ ଗୌଡ଼  ଏରିଆ ଅଫିସର ଭି କୃଷ୍ଣ ମୂର୍ତ୍ତି ରାଓ ଓ ପୂର୍ବତନ ସଭ୍ୟ ହରିଶ୍ଚନ୍ଦ୍ର ଗୌଡ଼, ଦୁର୍ଯ୍ୟୋଧନ ଶାସମଲ ଓ, ରମେଶ ପରିଡା ସମେତ ବହୁ ଚାଷୀ ଯୋଗ ଦେଇ ଉକ୍ତ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ | ଉକ୍ତ ମଣ୍ଡି ଉଦଘାଟନ ରେ ବିଭିନ୍ନ ପଂଚାୟତ ର ଧାନ ଚାଷୀ ମାନେ ଯୋଗ ଦେଇ ଧାନ ଅଖା ର ଚାଷୀ ଙ୍କୁ ପ୍ରଦାନ କରିବା ଓ ଏଫ ଏ କ୍ୟୁ ମାନ ସମେତ ବିଭିନ୍ନ ସମସ୍ୟା ବିଧାୟକ ଶ୍ରୀ ସେଠି ଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶ୍ନ ବାଣ ରେ ଘାଇଲା କରିଥିବା ଦେଖିବାକୁ ମିଳିଥିଲା |ଉକ୍ତ ମଣ୍ଡି ଉଦଘାଟନ ବେଳେ ମିଲର ବିମ୍ବାଧର ତ୍ରିପାଠୀ, ଗଣେଶ ପାଢ଼ୀ ଓ ସୀମା ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଧାନ କ୍ଷୟ କ୍ଷତି କୁ ସାତଦିନ ବିତି ଯାଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ମିଳିନି |ଏଣେ କ୍ଷତିପୂରଣ ବାବଦ ରେ ରାଜସ୍ବ ବିଭାଗ କୃଷି ବିଭାଗ ଓ ପରିସଂଖ୍ୟାନ ବିଭାଗ ଙ୍କ କ୍ଷୟ କ୍ଷତି ଆକଳନ ସାରିଥିବା ବେଳେ ମନ୍ତ୍ରୀ ବିଧାୟକ ଓ ବିରୋଧୀ ବିଜେଡି ଦଳ ମୁଖ୍ୟ ଗଞ୍ଜାମ ଗ୍ରସ୍ତ କରି କ୍ଷୟ କ୍ଷତି ପରିଦର୍ଶନ କରି ଫେରିଲେଣି କିନ୍ତ ଚାଷୀ ମାନଙ୍କ କ୍ଷତି କୁ ନେଇ ରାଜନୈତିକ ରୁଟି ସେକା ଚାଲି ଥିବା ବେଳେ ଚାଷୀ ମାନଙ୍କୁ ବର୍ଷା ଜନିତ ଓଦା ଓ ଗଜା ଧାନ କ୍ଷତି କୁ ନେଇ  ଏଯାବତ କୌଣସି ସହାୟତା ମିଳିପାରିନି | ତେଣୁ କ୍ଷତିଗ୍ରସ୍ତ ଚାଷୀ ମାନେ ଘୋର ଚିନ୍ତା ରେ ଥିବା ବେଳେ ସମବାୟ ବିଭାଗ ଓଦା ଓ ନଷ୍ଟ ଧାନ ଅଲଗା ଓ ଶୁଖିଲା ଧାନ ଅଲଗା ଦେବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି | ତେବେ ଚଳିତ ବର୍ଷ ଧାନ ବିକିବା ପାଇଁ 8,748 ଜନ ଚାଷୀ ପଞ୍ଜିକୃତ ହୋଇଥିବା ଜଣାପଡିଛି | ଏଣେ ବାରସର ପାକ୍ସ କାର୍ଯ୍ୟାଳୟ ତି ଜରାଜୀର୍ଣ ଅବସ୍ଥା ରେ ଥିବା ଯୋଗୁଁ ଏକ ଅସ୍ଥାୟୀ ଜରି ପାଲ ଟଣା ଗୋଦାମ ଘରେ ଧାନ ଗୋଦାମ କରାଯାଇଛି |

News Comment

You Might Also Like

BACK TO TOP