Breaking News

ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||     

ଯବାନ ଙ୍କ ଗୁଳିରେ ତିନି ନକ୍ସଲ ନିହତ |

14-Jan-2025

ଯବାନ ଙ୍କ ଏନ୍‌କାଉଣ୍ଟର  ତିନିଜଣ ନକ୍ସଲ ନିହତ,

              ଓଡିଶା ଜନମତ  ବ୍ୟୁରୋ,

ଭୁବନେଶ୍ବର, 13/01: ସେନାକୁ ମିଳିଲା ବଡ଼ ସଫଳତା।  ଆଜି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସକାଳୁ ସୈନିକ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି । ଏଥିରେ ସେନା ଗୁଳିରେ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ନକ୍ସଲମାନଙ୍କ ନିକଟରୁ ଅଟୋମେଟିକ୍ ହତିଆର ମଧ୍ୟ ଜବତ ହୋଇଛି। ମୃତ ନଵଲମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ଅଛନ୍ତି । ସୁରକ୍ଷା ବାହିନୀର ଯବାନ ମାନେ ସମସ୍ତ ୫ଟି ମୃତଦେହ ଜବତ କରିଛନ୍ତି । ଏଥି ସହିତ ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି । ମୃତ ନକ୍ସଲମାନଙ୍କର ପରିଚୟ ତଦନ୍ତ କରାଯାଉଛି । ବସ୍ତର ଆଇଜିପିସୁନ୍ଦରରାଜ ଗଣମାଧ୍ୟମକୁସୂଚନାଦେଇଛନ୍ତି । ବାନ୍ଦେପାରା-କୋରାନଜେଦ୍ ଜଙ୍ଗଲରେ ନକଲମାନଙ୍କ ଗତିବିଧ‌ି ନେଇ ଗୁଇନ୍ଦା ସୂତ୍ର ରୁ ସୂଚନା ମିଳିଥିଲା । ଏହି ଆଧାରରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପେରେ   ସନରେ ବାହାରିଥିବା ବେଳେ ସକାଳେ ଜଙ୍ଗଲରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଯବାନମାନେ ମଧ୍ୟ ଆଗକୁ ଯାଇ ନକଲମାନଙ୍କ ଗୁଳିର ଜବାବ ଦେଇଥିଲେ। ଏଥିରେ ମୁକାବିଲା କରି ନପାରି ୫ ଜଣ ନକ୍ସଲ ଟଳି ପଡ଼ିଥିଲେ। ହତ୍ୟା କରାଯାଇଥିବା ନକ୍ସଲ ମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି। ତେବେ ନକ୍ସଲ ମାନଙ୍କ ହତ୍ୟାକୁ ନେଇ ପୁଲିସ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ଅବୁଝ ମାଡ଼ ଜଙ୍ଗଲରେ ବଡ଼ ଅପରେ ସନ୍ ପାଇଁ ଯବାନ ମାନେ ଯାଇଥିଲେ। ନକ୍ସଲମାନେ ବିସ୍ଫୋରଣ କରି ଡିଆରଜି ଯବାନଙ୍କ ଭ୍ୟାନ୍‌କୁ ଉଡ଼ାଇ ଦେଇଥିଲେ । ଲମ୍ବା ଅପରେ ସନ୍ ଯୋଗୁ ଥକି ଯାଇଥିବା ଡିଆଜି ଯବାନଙ୍କ କ୍ୟାମ୍ପକୁ ଫେରାଇ ଆଣିବା ପାଇଁ ଆଜି
ପିକ୍‌ଅପ୍ ଭ୍ୟାନ୍ ଯାଇଥିଲା । ପାଖାପାଖ୍ ୨୦ ଜଣ ଯବାନ ଗାଡ଼ିରେ ବସି କ୍ୟାମ୍ପକୁ ଫେରିବା ରାସ୍ତାରେ ଲ୍ୟାଣ୍ଡ୍‌ ମାଇନ୍ ବିସ୍ଫୋରଣ କରି ଗାଡି କୁ ଉଡ଼ାଇ ଦେଇଥିଲେ। ଘଟଣାସ୍ଥଳରେ ୮ଯବାନ ସହିଦ ହୋଇଥିଲେ । ସହିଦ ଯବାନମାନେହେଲେକୋରସା ବୁଦ୍ଧରାମ, ସୋମଢ଼ୁ ବେଟିଲି, ଦୁଗ୍ଧା ମାଡ଼ କାମ, ବମନ ସୋର୍ଡ଼, ହରିଶ କୋରାମ, ପଣ୍ଡରୁ ପୋୟମ, ସୁଦର୍ଶନ ବେଟି ଓ ସୁଭରନାଥ ଯାଦବ । ଭ୍ୟାନ୍ ? ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ୮ରୁ ଅଧୁକ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଏୟାରଲିଫ୍ଟ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

News Comment

You Might Also Like

BACK TO TOP