Breaking News

ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||     

ସ୍କୁଟି ଦୁର୍ଘଟଣା ରେ ଯୁବକ ଗୁରୁତର,

27-Jan-2025

ସ୍କୁଟି ଦୁର୍ଘଟଣାରେ ଯୁବକ ଗୁରୁତର,

ଓଡିଶା ଜନମତ, ବୁଗୁଡା, ହର ପ୍ରସାଦ ପାଢ଼ୀ, ତା ୨୭/୦୧/୨୫ : 
ବୁଗୁଡ଼ା ସହର ଉପକଣ୍ଠସ୍ଥ ସ୍ବାଗତ ତୋରଣ ନିକଟରେ ଦୁର୍ଘଟଣାଗ୍ରସ୍ତ ଜନୈକ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ବାଲିପଦର ଗ୍ରାମର ଜିତୁ ଡାକୁଆ (୨୮) ବୋଲି ଜଣାଯାଇଛି। ପ୍ରକାଶ ଯେ, ରବିବାର ଅପରାହ୍ନରେ କୌଣସି କାମରେ ଜିତୁ ବୁଗୁଡା-ପୋଲସରା ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତାକଡ ବିଲମାଳ ମଧ୍ୟକୁ ଖସିଯାଇ ଫୋପାଡ଼ି ହୋଇ ପଡିଥିଲେ। ସ୍ଥାନୀୟ ଦମକଳବାହିନୀ ଏ ନେଇ ଖବର ପାଇ ତାଙ୍କୁ ସେଠାରୁ ଆହତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ ।ଦୁର୍ଘଟଣାରେ ତାଙ୍କର ବାମ ହାତ ଭାଙ୍ଗି ଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

News Comment

You Might Also Like

BACK TO TOP