Breaking News

ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||     

ନିର୍ମଳ ଝର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ପକ୍ଷରୁ ପିତୃ ମାତୃ ପୂଜନ ଦିବସ ପାଳିତ |

15-Feb-2025

ଶିଶୁ ବିକାଶ ବିଦ୍ୟା ମନ୍ଦିର ପକ୍ଷରୁ ପିତୃମାତୃ ପୂଜନ ଦିବସ ପାଳିତ

                      ଓଡିଶା ଜନମତ  ବ୍ୟୁରୋ,

ଖଲ୍ଲିକୋଟ ବ୍ଲକ୍ ନିର୍ମଳଝର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ଆଜି ମାତୃ ପିତୃ ପୂଜନ ଦିବସ ଆନୁଷ୍ଠାନିକ ରୀତିରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଯୁବ ସାହିତ୍ୟିକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡକ୍ଟର ଦ୍ବାରିକାନାଥ ମହାରଣା ମୁଖ୍ୟ ବକ୍ତା,  ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରୋହିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସମ୍ପାଦକ ଭାଗିରଥୀ ସ୍ୱାଇଁ ସଭାପତିତ୍ବ କରିଥିଲେ । ସର୍ବପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଚନ୍ଦନ ସହକାରେ ବନ୍ଦାପନା ପୂର୍ବକ ଉତ୍ସବ କକ୍ଷକୁ ସ୍ୱାଗତ କରାଯିବା ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦନ କରିଥିଲେ । ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ପ୍ରାକ ଭାଷଣ ପ୍ରଦାନ  କରିଥିଲେ । ବିଦ୍ୟାଳୟରରେ କାର୍ଯ୍ୟରତ ଗୁରୁମା ମାନେ ଅତିଥି ମାନଙ୍କୁ ଉତ୍ତରୀୟ ସହିତ ସମ୍ମାନୀତ କରିଥିଲେ । ମୁଖ୍ୟ ବକ୍ତା ଡକ୍ଟର ମହାରଣା ଭାରତୀୟ ସଂସ୍କୃତି, ପରମ୍ପରାକୁ ସମ୍ମାନ ଜଣାଇ ଭାଲେଣ୍ଟାଇନ ଦିବସ ପରିବର୍ତ୍ତେ ମାତୃ ପିତୃ ପୂଜନ ଦିବସ ପାଳନ ପରମ୍ପରାକୁ ଭୂୟସୀ ପ୍ରଶଂସା କରିଥିଲେ । ବହୁ ଉଦାହରଣ ମାଧ୍ୟମରେ ଏପ୍ରକାର ଉନ୍ନତ ଚିନ୍ତାଧାରାର ପ୍ରଶସ୍ତି ଗାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ କୁନି କୁନି ପିଲାମାନଙ୍କୁ ନୈତିକ ଶିକ୍ଷା, ଶାଳୀନ ବ୍ୟବହାର ପ୍ରଦର୍ଶନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସ୍ୱାଇଁ ଶୃଙ୍ଖଳିତ ଆଚରଣ ବିଧି ଶିଖିବା, କୋମଳମତି ଶିଶୁଙ୍କୁ କିଭଳି ଭଲ ମଣିଷ କରି ଗଢିତୋଳିବା ଦିଗରେ ଗୁରୁଦାୟିତ୍ଵ ଉପରେ ଉଲ୍ଲେଖ କରିଥିଲେ । ଉତ୍ସବରେ ବିଦ୍ୟାମନ୍ଦିରରେ ପଠନରତ ଛାତ୍ର ଛାତ୍ରୀଙ୍କ ପିତାମାତା ବହୁସଂଖ୍ୟାରେ ଉପସ୍ଥିତ ଥିଲେ । କୁନି କୁନି ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପରମ୍ପରା ଅନୁଯାୟୀ ପୂଜନ ସହିତ ମିଷ୍ଟାନ୍ନ ଖୁଆଇ ଥିଲେ । ଉତ୍ସବରେ ପ୍ରଧାନ ଆଚାର୍ଯ୍ୟା କାଜଲ ବାରିକଙ୍କ ସମେତ ଗୁରୁମା କାଜଲ ରାଉତ, ଲିପିନା ମହାରଣା, ସନ୍ଧ୍ୟାରାଣୀ ସାହୁ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP