Breaking News

ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||     

ଆସନ୍ତା ଅକ୍ଟୋବର 12 ତାରିଖ ରେ ବ୍ରହ୍ମପୁର ପ୍ରକାଶ ମହଲ ଠରେ ଆରମ୍ଭ ହେବ ସଂଗୀତ ପ୍ରତିଯୋଗିତା ର ଗ୍ରାଣ୍ଡ ଫିନାଲେ ||

07-Oct-2025

ବ୍ରହ୍ମପୁର ଠାରେ ଆରମ୍ଭ ହୋଉଥିବା ସଂଗୀତ ପ୍ରତିଯୋଗିତା ର ଗ୍ରାଣ୍ଡ ଫି ନାଲେ ଆସନ୍ତା 12 ତାରିଖ 2025ରେ ପ୍ରକାଶ ମହଲ ଠାରେ ହେବ,

         ଓଡିଶା ଜନ ମତ ବ୍ୟୁରୋ,

ଆୟୋଜକ ଅଦିତି, ସାଇ ମିଉଜିକ ପ୍ରଯୋଜନା ଏବଂ ରବିଶ ଗ୍ଲାମର  ୱାରଲଡ ମିଳିତ ସହାଭାଗିତା ରେ ଗଞ୍ଜାମ ଜିଲ୍ଲାର ପୁରପଲି ରେ  ଥିବା କଳା କାର ମାନଙ୍କୁ  ଲୋକ ଲୋଚନକୁ ଆଣିବାର ଗୋଟେ ସୁନ୍ଦର ପ୍ରୟାସ ସେମି ଫାଇନାଲ 5 ତାରିଖରେ ସରିଯାଇଛି ଆସନ୍ତା 12 ତାରିଖ ରବିବାର ବ୍ରହ୍ମପୁର ଗିରିମାର୍କେଟ ସ୍ଥିତ ପ୍ରକାଶମହଲ ଠାରେ ଗ୍ରାଣ୍ଡ ଫିନାଲେ   ହେବାକୁ ଯାଉଚି ଏଥିରେ  ଓଲିଉଡ଼ମିଉଜିକ ଡାଇରେକ୍ଟର ଓ ଗୀତିକାର ପ୍ରଶାନ୍ତ ପାଢ଼ୀ ଯୋଗ ଦେଉଥିଲା ବେଳେ ତାଙ୍କ ସହିତ  ପ୍ରଭାତ ପାତ୍ର, ଗୁରୁ ଶିବରା଼ମ ରଣା,ଗୁରୁ ଗଣେଶ ପଟନାୟକ, 21 ଜଣ ପ୍ରତିଯୋଗୀ ଙ୍କୁ ନେଇ ଜର୍ଜ ମେଣ୍ଟ କରିବେ  ଆସନ୍ତା ଅକ୍ଟୋବର 12 ତାରିଖ ରେ  | ଏହା ଆମ ଗଞ୍ଜାମ ଜିଲ୍ଲା ପାଈଁ ଗର୍ବ ଓ ଗୌରବ ଅଟେ | ଯାହାକିଏହି ପ୍ରତିଯୋଗୀ ଙ୍କ ସହ ଆଗାମୀ ଦିନରେ ଅନ୍ୟ ପ୍ରତି ଯୋଗୀ  ମାନଙ୍କୁ ଏକ ନୁଆଁ ଦିଗ ଏବଂ ବଞ୍ଚିବାର ସାହାରା ଯୋଗାଇ ପାରିବ | ଯାହାଙ୍କର ଏହି ପ୍ରୟାସ ସେହେଉଛନ୍ତି ଗଞ୍ଜାମ ଜିଲ୍ଲା ର ଅଧିଷ୍ତ୍ରାତ୍ରୀ  ଦେବୀ ମାଆ ତାରା ତାରିଣୀ ଙ୍କ ସେବକ   ଧ୍ରୁବ ଚରଣ ରଣା (ପିପୁ ) ଙ୍କ ସହଯୋଗ ରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ | ତେଣୁ ସେ କରୁଣା ମୟୀ ଙ୍କ  ପାଦ ପଦ୍ମ ଯିଏ ସେବା କରୁଛନ୍ତି ତାଙ୍କର ଏହି ପ୍ରୟାସ ସବୁବେଳେ ଆଗକୁ ବଢୁ ଥାଉ | ସବୁସମୟରେ ନୁଆଁ, ନୁଆଁ ସଂଗୀତ ପ୍ରତିଯୋଗୀ ଏହିଭଳି ସଂଗୀତ ପ୍ରତିଯୋଗୀ ତାରେ ଭାଗ ନେଇ ଯଶସ୍ବୀ ହୋଇ ଦେଶ ମାତୃକାର ନାମ ରଖନ୍ତୁ | ତେବେ ଆସନ୍ତା ଅକ୍ଟୋବର 12 ତାରିଖ ରେ ଏହି ଗ୍ରାଣ୍ଡ ଫିନାଲ ଦେଖିବାକୁଯେପରି ଭୁଲି ନ ଯାଆନ୍ତି, ସମସ୍ତେ ଆସନ୍ତୁ  |

News Comment

You Might Also Like

BACK TO TOP