Breaking News

ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||     

ମୋଟର ଗେରେଜ ଉପରକୁ ମାଡିଆସିଲା ଦ୍ରୁତ ଗତିରେ ଆସୁଥିବା ଏକ କାର |

24-Feb-2026

ସ୍କୁଟି ଉପରକୁ ମାଡ଼ିଗଲା ଦ୍ରୁତ ଗତିର   ଏକ କାର ଆସି ଗେରେଜ ପାଖର  ଥୁଆହୋଇ ଥିବା ସ୍କୁଟିକୁ  ଦେଲା ଧକ୍କା  | ଅଳ୍ପକେ ବଞ୍ଚିଲେ  ଗେରେଜ ମାଲିକ ଓଷ୍ଟାଫ, 

  ଓଡିଶା ଜନ ମତ ବ୍ୟୁରୋ,

 ଗାଡିଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ବେଳେ,ବେଳେ କେତେ କେତେବ  ଦୁର୍ଘଟଣା ଘଟି ଯାଉଛି ତାର ଏକ ଦୃଶ୍ୟ ଦେଖିବାକୁ ମିଳୁଛି  ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖ ରାସ୍ତାକଡରେ  ଥିବା ଏକ ମଟର ସାଇକେଲ ଗ୍ୟାରେଜ ର | ଦୋକାନ ଭିତର ଆଡ଼କୁ ମାଡ଼ି ଆସିଲା ଏକ କାର୍‌ । କାର ଚାଳକ ଭାରସାମ୍ୟ ହରାଇ ଏକ ସ୍କୁଟି ଉପରକୁ କାର୍ ଚଢ଼ାଇ ଦେଇଥିବା ଦେଖିବାକୁ ମିଳିଛି । ଗ୍ୟାରେଜରେ ରିପେୟାରିଙ୍ଗ ପାଇଁ ସ୍କୁଟିକୁ ଦୋକାନ ସମ୍ମୁଖରେ ରଖାଯାଇଥିଲା । ସନ୍ଧ୍ୟା ସମୟରେ ଗ୍ୟାରେଜ ଭିତରେ କାମ ଚାଲିଥିବାବେଳେ ହଠାତ୍‌ ଗର୍ଜନ କରି କାରଟି ଦୋକାନ ଆଡ଼କୁ ମାଡି ଆସିଥିଲା । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନ ମାଲିକ ଓ ଗ୍ୟାରେଜରେ କାମ କରୁଥିବା କାରିଗର ବୋଲି କୁହାଯାଉଥିବା ବେଳେ ମଟରସାଇକେଲ ସଜାଡିବା ପାଇଁ ଗ୍ୟାରେଜକୁ ଆସିଥିବା ଗ୍ରାହକମାନେ ଗ୍ୟାରେଜ ସମ୍ମୁଖରେ ନ ଥିବାରୁ କାହାରି କିଛି ହୋଇନଥିବା ଜଣାପଡ଼ିଛି । ଭଗବାନ ଙ୍କ ଅପାର କରୁଣାରୁ କାହାର ମଧ୍ୟ କିଛି ହୋଇନାହିଁ |

News Comment

You Might Also Like

BACK TO TOP