Breaking News

ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||     

ବୁଢ଼ୀ ଠାକୁରାଣୀ ମନ୍ଦିର ରୁ ଚୋରି ଅଭିଯୋଗ |

04-Jan-2025

ବୁଡି ସାହାନ୍ତାଣି ଠାକୁରାଣୀ ମନ୍ଦିର ରୁ ଚୋରି ଅଭିଯୋଗ,

                 ଓଡିଶା ଜନମତ ବ୍ୟୁରୋ,

କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଶେଷ ଭାଗରେ ଥିବା ବୁଡି ସାହାନ୍ତାଣି ଠାକୁରାଣୀ ମନ୍ଦିର ମଧ୍ୟରୁ ଶୁକ୍ରବାର ରାତ୍ର ରେ ମନ୍ଦିରର ଗେଟ ଭାଙ୍ଗି ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ପରେ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହାଙ୍କ ଉପସ୍ଥିତ ରେ ସନ୍ଧlନୀ କୁକୁର ସହ ପୁଲିସ ଟିମ ଘଟଣାର ତଦନ୍ତ ଚଳାଇଛନ୍ତି l ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରାତ୍ର ରେ ବିଦ୍ୟୁତ କାଟ କୁ ଦୃଷ୍ଟି କୁ ନେଇ କୌଣସି ଦୃବୁତ ମାନେ ଗେଟ ରେ ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ଏକ ଟିଣ ବାକ୍ସ ରେ ଥିବା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ବାକ୍ସ ଭାଙ୍ଗି ନେଇଥିବା ବେଳେ ହୁଣ୍ଡୀ ଘୋଷାଡ଼ି ନେଇ ମନ୍ଦିର ପାର୍ଶ୍ୱ ରେ ଭାଙ୍ଗି ନେଇ ସେଥି ମଧ୍ୟରୁ ୨ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଯାତ୍ରା ଟଙ୍କା ନେଇ ଫେରାର ହୋଇଯାଇଥିବା ଖବର ମିଳିଛି l ଶନିବାର ପୂର୍ବାହ୍ନ ପୂଜକ ନଳିନୀ ଡାକୁଆ ପୂଜା କାର୍ଯ୍ୟ ନିମନ୍ତେ ଆସିଥିବା ବେଳେ ସେ ତାଲା ଭଙ୍ଗା ଯାଇଥିବା ଦେଖି ସେ ମନ୍ଦିର ପରିଚାଳନା କମିଟି ଙ୍କୁ ସୂଚନା ଦେଇଥିଲେ l ଏନେଇ ଉପ ସଭାପତି ସିମାଞ୍ଚଳ ଡାକୁଆ ଥାନା ଅଧିକାରୀ ଙ୍କୁ ଅବଗତ କରିବା ପରେ ଅଭିଯୋଗ ପାଇ ଘଟଣା ସ୍ଥଳ ରେ ପୁଲିସ ପହଂଚି ତଦନ୍ତ  ଚଳାଇଥିଲେ l ନିକଟରେ ସେହି ଅଞ୍ଚଳ ରେ ଚୋରା ମଦ ବ୍ୟାପକ ବୃଦ୍ଧି ପାଇଥିବା ବେଳେ ଅବକାରୀ ବିଭାଗ ଜବତ କରିଥିଲା l ଏହି ଅଞ୍ଚଳ ରେ ମଦ ଖେଳ ସମସ୍ତ ପ୍ରକାର ଅଶୋଭନୀୟ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି l ପୂର୍ବରୁ ମଧ୍ୟ ଗୁରୁଣ୍ଠି ଟେକ୍ନସିଟି ଅଞ୍ଚଳ ରେ ଏଭଳି ଚୋରି ହୋଇଥିବା ବେଳେ ପୁଲିସ ପ୍ରଶାସନ କୁ ଚେଲେଞ୍ଜ ଦେଇ ମନ୍ଦିର ଏବଂ ଘର ମାନଙ୍କ ରେ ଛୋଟ ବଡ଼ ଚୋରି ଘଟଣା ବୃଦ୍ଧି ପାଉଛି l ଏଥି ପ୍ରତି ପୁଲିସ ଉପରିସ୍ଥ ଅଧିକାରୀ ମାନେ ଦୃଷ୍ଟି ଦେବା କୁ ସାଧାରଣ ରେ ଦାବି ହୋଇଚ୍ଛି l

News Comment

You Might Also Like

BACK TO TOP