Breaking News

ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||     

ବାର୍ଦ୍ଧକ୍ୟ ଭତ୍ତାକୁ ଅପେକ୍ଷା କରି ଆଖୁ ବୁଜିଲେ brudhha

04-Jan-2025

ବାର୍ଦ୍ଧକ୍ୟ ଭତ୍ତାକୁ ଅପେକ୍ଷା କରି ଶେଷରେ ଆଖି ବୁଜିଲେ ବୃଦ୍ଧ,

ଓଡିଶା ଜନମତ, ହର ପ୍ରାସାଦ ପାଢ଼ୀ,ବାଲିପଦର :ତା୦୪/୦୧/୨୪ :  ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୮୦ ବର୍ଷୀୟ ଅସହାୟ ବୃଦ୍ଧ ବାଞ୍ଛାନିଧି ସାହୁ ଆଜି ସକାଳେ ଆଖି ବୁଜିଥିବା ଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। କୌଣସି ଆତ୍ମୀୟସ୍ବଜନ ନଥିବା ବାଞ୍ଛାନିଧି ଦୀର୍ଘ ବର୍ଷ ହେଲା ଖୋଳଖାଳି ପଞ୍ଚାୟତରେ ରହି ଭୋଟ ଦେଇ ଆସୁଥିବା ବେଳେ ଏଣେତେଣେ ବୁଲି ଲୋକଙ୍କ ସାହାଯ୍ୟ ଭିକ୍ଷା କରି କଷ୍ଟେମଷ୍ଟେ ଚଳୁଥିଲେ ସୁଦ୍ଧା ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ଏଥି ସହ ତାଙ୍କର ରାସନ କାର୍ଡ ଥିଲେ ସୁଦ୍ଧା ତାଙ୍କୁ ଚାଉଳ ମିଳୁନଥିଲା। ଗତ କିଛିବର୍ଷ ହେଲା ସେ ରାମଣ୍ଡା ଗାଁ ନିକଟସ୍ଥ ଏକ ମିଲରେ ଆଶ୍ରୟ ନେଉଥିଲେ ।  ଗତ ନଭେମ୍ବର ମାସରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବଜରଙ୍ଗ ଦଳର କିଛି କର୍ମୀ ତାଙ୍କୁ ବୁଗୁଡା ବ୍ଲକ କାର୍ଯ୍ଯାଳୟକୁ ଆଣି ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡରେ ମିଳୁଥିବା ଚାଉଳ ପାଇବାର ବ୍ଯବସ୍ଥା କରିବାକୁ ଉଦ୍ୟମ କରିଥିଲେ । ଏ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କର ଟିପଚିହ୍ନ ନେଇ ଥରେ ମାତ୍ର ଗୋଟିଏ ମାସର ଚାଉଳ ଦିଆଯାଇଥିଲା । ଏଥି ସହ ଆଧାର କାର୍ଡ ଅଭାବରୁ ବାଞ୍ଛାନିଧିଙ୍କ ବାର୍ଦ୍ଧକ୍ୟ ଭତ୍ତା ହୋଇପାରିନଥିଲା ଏବଂ ତାଙ୍କର ପାଞ୍ଚୋଟିଯାକ ଆଙ୍ଗୁଳିର ଟିପଚିହ୍ନ ଆଧାର କାର୍ଡ ପାଇଁ ସହଯୋଗ କରୁନଥିବା କୁହାଯାଇଥିଲା । ଏ ନେଇ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଆଡଭୋକେଟ ରଞ୍ଜିତ କୁମାର ପାତ୍ରଙ୍କ ପକ୍ଷରୁ ଅଭିଯୋଗ ପରେ ୧୧ ନଭେମ୍ବର ୨୦୨୪ରେ କେସ୍ ନଂ ୩୩୧୪/୨୦୨୪ ରେ ମାମଲା ରୁଜୁ ହୋଇ ଆସନ୍ତା ୧୮ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଥିଲା ବେଳେ ତାହା ପୂର୍ବରୁ ବୃଦ୍ଧ ବାଞ୍ଛାନିଧି ଶେଷ ନିଶ୍ଵାସ ତ୍ୟାଗ କରିଦେଇଛନ୍ତି। ତେବେ ବୁଗୁଡା ବ୍ଲକରେ ନହେବା କାମ ହୋଇପାରୁଥିବା ବେଳେ ବୃଦ୍ଧ ବାଞ୍ଛାନିଧିଙ୍କୁ ରାସନ କାର୍ଡରେ ଚାଉଳ ଯୋଗାଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବ୍ଯବସ୍ଥା ହୋଇନପାରିଥିବାରୁ ସ୍ଥାନୀୟ ବ୍ଲକ ପ୍ରଶାସନର ଦାୟିତ୍ବ ଓ ଜନପ୍ରତିନିଧିଙ୍କ ଜନସେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବୁଗୁଡା ବ୍ଲକରେ ନହେବା କାମ ହୋଇପାରୁଥିବା ବେଳେ ବୃଦ୍ଧ ବାଞ୍ଛାନିଧିଙ୍କୁ ରାସନ କାର୍ଡରେ ଚାଉଳ ଯୋଗାଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବ୍ଯବସ୍ଥା ହୋଇନପାରିଥିବାରୁ ସ୍ଥାନୀୟ ବ୍ଲକ ପ୍ରଶାସନର ଦାୟିତ୍ବ ଓ ଜନପ୍ରତିନିଧିଙ୍କ ଜନସେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଅସହାୟ ବୃଦ୍ଧ ବାଞ୍ଛାନିଧିଙ୍କ ମର ଶରୀରକୁ ରାମଣ୍ଡା ଗ୍ରାମବାସୀ ସସମ୍ମାନେ ନେଇ ଶ୍ମଶାନଘାଟରେ ଅନ୍ତିମ ସଂସ୍କାର କରିଥିଲେ।

News Comment

You Might Also Like

BACK TO TOP