Breaking News

ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||     

ତାରା ତାରିଣୀ ମହାବିଦ୍ୟାଳୟ ର 46 ତମ ବାର୍ଷିକ ଉତ୍ସବ |

24-Jan-2025

ତାରା ତାରିଣୀ ମହାବିଦ୍ୟାଳୟ ର 46 ତମ  ବାର୍ଷିକ ଉତ୍ସବ ଅନୁଷ୍ଠିତ |

                    ଓଡିଶା ଜନମତ  ବ୍ୟୁରୋ ,

ତାରା ତାରିଣୀ ମହା ବିଦ୍ୟାଳୟ ର  46 ତମ ବାର୍ଷିକ ଉତ୍ସବ  କଲେଜ ର ଅଧକ୍ଷ ତଥା ସଭାପତି ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟ ରେ  ଆରମ୍ଭ କରାଯାଇ ଥିଲା |  ମୁଖ୍ୟ ଅତିଥିଭାବେ  ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ,ମଞ୍ଚାସିନ ରହିଥିଲା ବେଳ ଅତିଥି ପରିଚୟ ପ୍ରଦାନ କରିଥିଲେଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ସାହୁ, 
ଅଧ୍ୟାପକ ଡ଼ଃ ଏନ  ମୋହନ,ଓ  ଅଧ୍ୟାପକ ଡ଼ଃ ଅଜିତ କୁମାର ମିଶ୍ର, ମଞ୍ଚାସିନ ରହି ସଂଯୋଜନା ଦାୟିତ୍ୱ ନିଭାଇ ଥିଲେ  | ଅଧକ୍ଷ ସୁରେନ୍ଦ୍ର ନାଥ ପଣ୍ଡା,  ମହାବିଦ୍ୟାଳୟ ର ଅଭାବ, ଅସୁବିଧା ଓ ତାର ନିରାକରଣ ଉପରେ ମନ୍ତବ୍ୟ ଦେଇଥିଲେ  
ଅଧ୍ୟାପକ ଡ଼ଃ ନରେନ୍ଦ୍ର ସେନାପତି, ଅତିଥି ମାନଙ୍କୁ ନିମନ୍ତ୍ରଣ କରି ମଞ୍ଚକୁ ଡାକିବା ସହ  ଜଉଗଡ଼ ମାଗାଜିନ କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ ଘାଟନ କରାଇଥିଲେ  |  ଅଧ୍ୟାପକ  ପ୍ରବୀର କେଶରୀ  ପ୍ରଧାନ,  ଜଗନ୍ନାଥ ସଙ୍ଗୀତ ମାଧ୍ୟମରେ ମଞ୍ଚାସିନ ମୁଖ୍ୟ ଅତିଥି,ସାମ୍ନାନୀତ ଅତିଥି ଓ  ଉପସ୍ଥିତ ଥିବା ଅତିଥି, ମିଡ଼ିଆ ପର୍ସନ, ଅଧ୍ୟାପିକା, ଅଧ୍ୟାପକ, ଛାତ୍ର ଛାତ୍ରୀ ଙ୍କ ମନକୁ ମନୋରଞ୍ଜନକରାଇ ପାରିଥିଲେ  | ବିଧାୟକ ତାଙ୍କ ଭାଷଣ ରେ ମହାବିଦ୍ୟାଳୟ  ରୁର୍ନ୍ନତି ପାଇଁ   3କୋଟି  25 ଲକ୍ଷ  ଟଙ୍କା ବ୍ଲକ କୁ ଆସିଛି, ତାହା ମହାବିଦ୍ୟାଳୟ ର ଉର୍ନ୍ନତି ମୂଳକ କାର୍ଯ୍ୟରେ ବିନିଯୋଗ ହେବ ବୋଲି କହିଥିଲେ | ଏହା ସହ 1979 ମସିହାରେ ଶିଶୁ ହୋଇ ଜନ୍ମ ହୋଇଥିବା ଏହି ମହା ବିଦ୍ୟାଳୟ ଆଜି 46 ବର୍ଷ ରେ ପଦାର୍ପଣ କରିଛି, ବହୁ ଘାତ, ପ୍ରତିଘାତ, ଦେଇ ଏହି ଅନୁଷ୍ଠାନ କୁ ବହୁ ବଦାନ୍ୟ ବ୍ୟକ୍ତି  ଏହାକୁ ଗଠନ କରିଥିଲେ  | ଗ୍ରାମଞ୍ଚଳ ର ପିଲାମାନେ ଉଚ୍ଚ ଶିକ୍ଷା ର ପଠନ ପାଇଁ ଭିତ୍ତିଭୂମି  ନଥିବାରୁ ଏହି ଠାରେ ସମସ୍ତ ଙ୍କ ସହଯୋଗ ରେମହାବିଦ୍ୟା ଳୟ ଆରମ୍ଭ  କରାଯାଇଥିଲା | ଆମ ଦେଶ ଓରାଜ୍ୟ ରଲୋକ ମାନେ ଇଂରେଜି ପାଠ ପଢ଼ି ଥିବାରୁ ଇଂରେଜ ମାନଙ୍କୁ  ଦେଶରୁ ବିତାଡିତ କରି ପାରିଥିଲେ  | ଏହି ମହାବିଦ୍ୟାଳୟ ରୁ ଜଣେ ଛାତ୍ର ନାରାୟଣ ବେହେରା, ଓ ଜଣେ ଛାତ୍ରୀ ଆଇ ଶାଳିନୀ ,   ଓଡିଶା  ପ୍ରଶାସନିକ ସେବାରେ ଉତୀର୍ଣ୍ଣ ହୋଇ  ଏହିମହା ବିଦ୍ୟାଳୟ ପାଇଁ ଗୌରବ  ବଢ଼ାଇ ଥିଲେ  | ଏହାସହ ଏହି ମହାବିଦ୍ୟାଳୟ ର ବହୁ ଛାତ୍ର, ଛାତ୍ରୀ ବହୁତ ବଡ଼ ବଡ଼ ସରକାରୀ ଏବଂ ବେସର କାରୀ ପଦ, ପଦବୀ ରେ କାର୍ଯ୍ୟରେ ନିୟୋଜିତ ହୋଇ ଛନ୍ତି ବୋଲି ବିଧ୍ୟାୟକ କହିବା ସହ ସମସ୍ତ  ଛାତ୍ର, ଛାତ୍ରୀ ଙ୍କୁ ପାଠ ପଢ଼ିପିତା ମାତା, ଏହିସହର, ଜିଲ୍ଲା ରାଜ୍ୟ, ଓ ଦେଶ ବିଦେଶ ସହିତ ଏହି କଲେଜ ର ନାଁ ରଖି ପାରିବେ ତା ସହିତ  ଶାଳୀନତା, ସହନ ଶିଳତା, ନମ୍ରତା  ଶିଷ୍ଟାଚାର ଦ୍ୱାରା ସମସ୍ତ ଙ୍କୁ  ଆପ୍ୟାୟିତ  କରିବେ  ବୋଲି   ବିଧାୟକ  କହିଥିଲେ  |  ଶେଷରେ କଲେଜ ରେ  ବିଭିର୍ଣ୍ଣ କ୍ଷେତ୍ର ରେ ପାରଦର୍ଶିତା  ଲାଭ କରିଥିବା ଛାତ୍ର, ଛାତ୍ରୀ ଙ୍କୁ  ପୁରସ୍କୃତ କରିଥିଲେ  |  ଏବଂ ଇ ଗ୍ରନ୍ଥାଗାର  ଓ  ବହୁ ମୂଖୀ  ପ୍ରକୋଷ୍ଟ ର ଶିଳାନ୍ୟାସ, ର ଉଦଘାଟନ କରିବା ସହ  କଲେଜର ପ୍ରତିଷ୍ଠାତା ନାରାୟଣ ସାମନ୍ତରା ଙ୍କପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଥିଲେ | କାର୍ଯ୍ୟ କ୍ରମ କୁ ଅନ୍ୟନ୍ୟ ଷ୍ଟାଫ, କଲେଜ ର କର୍ମଚାରୀ ମାନେ ତଥା ଛାତ୍ର, ଛାତ୍ରୀ ମାନେ ସହଯୋଗ  କରିଥିଲେ  |

News Comment

You Might Also Like

BACK TO TOP