Breaking News

ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||     

ପୁରୁଷୋତ୍ତମପୁର ସହର ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |

28-Jan-2025

ପୁରୁଷୋତ୍ତମପୁର ଜଗନ୍ନଥ ମନ୍ଦିର ରେ ଭିନ୍ନର୍କ୍ଷମ ଭୀମ ଭୋଇ ସାମର୍ଥ ଶିବିର ଅନୁଷ୍ଠିତ,

              ଓଡିଶା ଜନ ମତ ବ୍ୟୁରୋ,,

ପୁରୁଷୋତ୍ତମପୁର ସହର ସ୍ତିତ ରଥସାହି ଜଗନ୍ନାଥ ମନ୍ଦିର  ପରିସରରେ ଭିନ୍ନକ୍ଷମ ଭୀମ ଭୋଇ ସାମର୍ଥ ଶିବିର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ  କାହ୍ନୁ ଚରଣ  ସୋରେନ ଙ୍କ  ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି |  ଏହାକୁ ବ୍ଲକ ଅଧକ୍ଷା  ପିଙ୍କି ବେହେରା   ଉଦଘାଟନ କରିବା ସହିତ   ବିଡ଼ିଓ ଇନଚାର୍ଜ ଦାୟିତ୍ୱରେ ଥିବା ତହସିଲଦାର  ବିନୋଦ ବେହେରା, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ  ଡକ୍ଟର  ଗଦାଧର ପ୍ରଧାନ, ବ୍ଲକ ନିର୍ବାହୀ ଯନ୍ତ୍ରୀ  ସରୋଜ କୁମାର ସାବତ , ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ସିଡିପିଓ ଲଳିତା ମଲ୍କିକ ବରିଷ୍ଟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା  ଉପସ୍ଥିତ ରହି ଏହି କାର୍ଯ୍ୟ  ସମ୍ପାଦନା କରି ଥିଲେ | ଏହି ଅବସରରେ ତହସିଲଦାର ବିନୋଦକୁମାର ବେହେରା ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଯେପରି ଶିବିରକୁ ଆସିଥ‌ିବା ସମସ୍ତ ହିତାଧୂକାରୀ ମାନେ ସରକାରଙ୍କ ଏହିସୁବିଧା ପାଇପାରିବେ ତା ଉପରେ ପଦକ୍ଷେପନେଇ ନିଜେ ସମସ୍ତ ପଞ୍ଜିକରଣ କେନ୍ଦ୍ରମାନକୁ ଯାଇ ତଦାରଖ କରିଥିଲେ। ଏଥିରେ ମୋଟ ୮୭୦ ଜଣ ହିତାଧୂକାରୀ ପଞ୍ଜିକରଣ କରାଇଥିବା ବେଳ ଡାକ୍ତରି ଟିମ୍ ସ୍ବାସ୍ଥ୍ୟ ପରୀକ୍ଷାକରି ଯୋଗ୍ୟ ଦିବ୍ରାଙ୍ଗ ହିତାଧାରୀ ଙ୍କୁ ପ୍ରମାଣପତ୍ର ପ୍ରଦାନକରିଥିଲେ। ଏହାସହ ଟ୍ରାଇସାଇକେଲ, ହୁ୍ୱିଲ ଚେୟାର, ଆଶାବାଡି, ଦ୍ରୁଷ୍ଟିହିନ ବାଡି ଆଦି ବିଭିନ୍ନ ସରଞ୍ଜାମ ସହବସପାସ, ରେଳ ପାସ, ଆଦି ବିଭିନ୍ନ ସହାୟତା ପ୍ରଦାନକରା ଯାଇଥିଲା ।  ବିଡ଼ିଓ ଙ୍କ ବଦଳି ପରେ ତାଙ୍କ ଦାୟିତ୍ୱ ରେ ଥିବା ତହସିଲଦାର  ବିନୋଦ କୁମାର ବେହେର   ସମୁର୍ଣ ଦାୟିତ୍ୱ ନେଇ  କାର୍ଯ୍ୟକ୍ରମର ପୁର୍ବ ଦିନରୁ  ଆଜି କାର୍ଯ୍ୟ ଆରମ୍ଭ ରୁ ସରିବା ପର୍ଯ୍ୟନ୍ତ ପ୍ରତେକ କେନ୍ଦ୍ର କୁ ଯାଇ ଆସିଥିବା  ଭିନ୍ନର୍କ୍ଷମ ମାନଙ୍କ ସୁବିଧା, ଅସୁବିଧାଏପରିକି ଖାଇବା, ପିଇବା, ସବୁକିଛି ବୁଝାସୁଝା କରିଥିଲେ | ତା ସହିତ ସେମାନଙ୍କ  କିଛି ଅଭିଯୋଗ ର ସମାଧାନ ପାଇଁ  ଉପସ୍ଥିତ  ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ  | ଏଥିରେ ତାରାତାରିଣୀକଲେଜର କିଛି ଅଧ୍ୟାପକ ଓ ଛାତ୍ରୀଛାତ୍ର ମାନେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ ଓ ସେବାପ୍ରଦାନ କରିଥିଲେ।  ଏଥିରେ ବହୁ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସମନ୍ୱିତ ଶିଶୁ ବିକାଶ ଅଫିସ ର  ସମସ୍ତ ସୁପର ଭାଇଜର , ଅଙ୍ଗନବାଡି କର୍ମୀ,  ସାମାଜିକ ସୁରକ୍ଷା ଅଫିସ ର କ୍ଲର୍କ ଜୟଶ୍ରୀ ଦୋରା ଓ ବ୍ଲକ ର କିଛି ଅଧିକାରୀ ଏବଂ ବ୍ଲକଏବଂ ତହସିଲ ଅଫିସ ର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ବିଡ଼ିଓ ଦାୟିତ୍ୱ ରେ ଥିବା ତହସିଲ ଦାର ଙ୍କ ଏହି ଅବିଶ୍ରାନ୍ତ କାର୍ଯ୍ୟକୁ ଦେଖି ଜନ ସାଧାରଣ ବହୁତ ପ୍ରଶଂସା କରିଥିଲେ  |

News Comment

You Might Also Like

BACK TO TOP