Breaking News

ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||     

ପୁରୁଷୋତ୍ତମପୁର ବାର ଏସୋସିଏସନ ପକ୍ଷରୁ କବିସୂର୍ଯ୍ୟ ନଗର ଏମ ଏଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା |

28-Jan-2025

ପୁରୁଷୋତ୍ତମପୁର, ବାର ଏସୋସିଏସନ ପକ୍ଷରୁ କବିସୂର୍ଯ୍ୟ ନଗର ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

          ଓଡିଶା ଜନ ମତ ବ୍ୟୁରୋ, 

 କବିସୂର୍ଯ୍ୟଗରର ନବନିର୍ବାଚିତ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କୁ ପୁରୁଷୋତ୍ତମପୁର ବାର ଏସୋସିଏସନ ପକ୍ଷରୁସ୍ୱାଗତ  ସମ୍ବର୍ଦ୍ଧନା | ଏହି କାର୍ଯ୍ୟକ୍ରମ ବାର ସଭାପତି  ସ୍ଵରାଜ୍ୟ ପାଣିଗ୍ରାହୀ ଙ୍କ ସଂଯୋଜନା ଆରମ୍ଭ କରାଯାଇ ଥିଲା | ବିଧାୟକ ଙ୍କୁ  ୟୁନିୟନ ବେଙ୍କ ଛକଠାରୁ ବାଜା ବଜାଇ, ବାଣ ଫୁଟାଇ ଆଡ଼ମ୍ବର ସହକାରେ  ଶୋଭାଯାତ୍ରା ମାଧ୍ୟମରେ ସ୍ୱାଗତ କରାଯାଇ ବାର ହଲ ମଧ୍ୟକୁ ନିଆ ଯାଇଥିଲା  |  ହଲରେ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା  |  ସଭାପତି ସ୍ୱରାଜ୍ୟ ପାଣିଗ୍ରାହୀ ସବୁ ଓକିଲ ମାନଙ୍କ ପରିଚୟ ପ୍ରଦାନ କରିବା ସହ  ଅନ୍ୟ ଓକିଲମାନଙ୍କୁସ୍ୱଳ୍ପ ସମୟ ରେ ତାଙ୍କର ମତ ଉପସ୍ଥାପନା ପାଇଁ କହିଥିଲେ | ଲୋକଙ୍କ ସମସ୍ୟା ସହ କୋର୍ଟ ଉପରେ ସବୁ ଓକିଲ କିଛି, କିଛି ମତ ବିଧାୟକ ଙ୍କୁ ଦେଇଥିଲେ   | ବରିଷ୍ଟ ଓକିଲ ତଥା ପୂର୍ବତନ ସଭାପତିଉପେନ୍ଦ୍ର ପଣ୍ଡା  ପୁରୁଷୋତ୍ତମପୁରଠାରେ ଏକ ସବ୍‌ଜେଲ ପ୍ରତିଷ୍ଠା ସହ ଅତିରିକ୍ତ ଜିଲା ଜର୍ଜକୋର୍ଟ ପ୍ରତିଷ୍ଠାଲାଗି ପ୍ରସ୍ତାବ ଦେଇ ଥିଲେ। ଏବଂ ଅନ୍ୟ ଓକିଲ ମାନେ ମଧ୍ୟ ବିଭିର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ  | ସମସ୍ତଙ୍କ ବିଷୟକୁ ଶୁଣି ବିଧାୟକ ବିଶେଷ କରି ଶବ ଜେଲ ଓ  ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ଉପରେ ଆଇନ ମନ୍ତ୍ରୀ ଓ ଆଇନ ସଚିବ ଙ୍କ ସହ କଥା ହୋଇ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସବୁ ପ୍ରକାର ଉଦ୍ୟମ କରିବି ବୋଲି ପ୍ରତିଶୃତି ଦେଇଛନ୍ତି | ଏବଂ ସବୁ କ୍ଷେତ୍ର ରେ ଓକିଲ ମାନଙ୍କ ଯେଉଁ ସେବା ଓ ନିଷ୍ଠା ରସହ କାର୍ଯ୍ୟ କରୁଛନ୍ତି ତାହା ସ୍ୱାଗତ ଯୋଗ୍ୟ ଅଟେ |  ଅନ୍ୟ ମାନଙ୍କ ମଧ୍ୟରେ  ବାର ଏସୋସିଏସନ ର ଉପସଭାପତି  ଦୁର୍ଗା ଚରଣ ଦାଶ, ସଂପାଦକ  ପ୍ରଶାନ୍ତ କୁମାର ପାଢ଼ୀ, ସହ ସମ୍ପାଦକ  ନିରଞ୍ଜନ ବେହେରା,  ଯୁବନେତା ତଥା ଆଇନ ଯିବି ସୀତାରାମ ପାଣିଗ୍ରାହୀ,  ପ୍ରତ୍ୟୁଷ କୁମାର ବାହିନୀ ପତି, ଉପେନ୍ଦ୍ର ନାଥ ପଣ୍ଡା, ବାସୁଦେବ ଜେନା, ସରକାରୀ ଆଇନ ଯିବି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଅରୁଣ କୁନାର ପଣ୍ଡା, କାମେଶ୍ୱର ଗୌଡ,  କୃଷ୍ଣ ଚନ୍ଦ୍ର ଗୌଡ଼, ଅଶୋଜ କୁମାର ମହାଙ୍କୁଡ, ପ୍ରଭାତ କୁମାର ଦାଶ, ଗୌରୀ ଶଙ୍କର ରାଉଳ, ରମାରଞ୍ଜନ ଦାଶ, ସିମାଞ୍ଚଳ ମିଶ୍ର,ପ୍ରଭାତ କୁମାର ପଟନାୟକ, ସନ୍ତୋଷ ସେଠୀ, ଙ୍କ ସହ ଅନ୍ୟନ୍ୟ ଆଇନ ଯିବି, ବିଜେପିର କର୍ମୀ ଓ ବାର କର୍ମଚାରୀ ମାନେ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP