Breaking News

ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||     

କରଞ୍ଜରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ |

30-Jan-2025

ଖଲ୍ଲିକୋଟ: ଦାନପୁର କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା କରଞ୍ଜରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ I

ଶିକ୍ଷକ ଅଭିଭାବକ ଗୋଷ୍ଠୀର ସମ୍ପୃକ୍ତି ହିଁ ଶିକ୍ଷାର୍ଥୀଙ୍କୁ ନିପୁଣ କରି ଗଢିତୋଳ

                   ଓଡିଶା   ଜନଜମତ   ବ୍ୟୁରୋ, 

ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଦାନପୁର କ୍ଲଷ୍ଟର ତରଫରୁ କ୍ଲଷ୍ଟର ସ୍ତରୀୟ "ନିପୁଣ ଓଡ଼ିଶା ମେଳା" ସ୍ଥାନୀୟ କରଞ୍ଜରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନୁଷ୍ଠାନିକ ରୀତିରେ ଆୟୋଜିତ ହୋଇଯାଇଛି । ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ସର୍ବ ପ୍ରଥମେ ନିପୁଣ ଓଡ଼ିଶା ମେଳା ଆୟୋଜନର ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟର  ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡାଙ୍କ ସହିତ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ଦୀପ ମନ୍ତ୍ର ଗାନ ପରେ   କରଞ୍ଜରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତୀ ମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ତତ୍ ପରେ ଗୌଡନୂଆଗାଁ ପ୍ରଧାନ ଶିକ୍ଷକ ବିଜୟ କୁମାର ତ୍ରିପାଠୀ ମଞ୍ଚ କାର୍ଯ୍ୟକ୍ରମ ଉପସ୍ଥାପନା  ଦାୟିତ୍ଵ ଗ୍ରହଣ କରିଥିଲେ ।  ମୁଖ୍ୟ ଅତିଥି ଭାବେ ଡି ଆଇ ଇ ଟି ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପରିଡା ଆୟୋଜିତ ନିପୁଣ ଓଡ଼ିଶା ମେଳା ଆୟୋଜନର ଆବଶ୍ୟକତା , ମହତ ଉଦ୍ଦେଶ୍ୟ, ଶିକ୍ଷାର୍ଥୀଙ୍କ ସୃଜନଶୀଳତା ବିଷୟରେ ବିଶଦ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ କରଞ୍ଜରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁଖ୍ୟ ବକ୍ତା,  ଉସ୍ତାପଡ଼l କ୍ଲଷ୍ଟର ସିଆରସିସି  ରାଜେନ୍ଦ୍ର ପଣ୍ଡା , ବି.ନୂଆପଲ୍ଲୀ କ୍ଲଷ୍ଟର  ସିଆରସିସି ପ୍ରଜ୍ଞାନ ପଟ୍ଟନାୟକ , ପଥରା କ୍ଲଷ୍ଟର ସିଆରସିସି ପ୍ରକାଶ ସେଠୀ ,ତାଳପଡ଼l କ୍ଲଷ୍ଟର ସିଆରସିସି  ଅନାଥ ବେହେରା , କୈରାଶି କ୍ଲଷ୍ଟର ସିଆରସିସି ସୁଶୀଲ କୁମାର ପଣ୍ଡା ,  କେଶପୁର କ୍ଲଷ୍ଟର ସିଆରସିସି ପବନା ସ୍ଵାଇଁ ,  ଲଙ୍ଗଳେଶ୍ଵର କ୍ଲଷ୍ଟର ସିଆରସିସି ନିରଞ୍ଜନ ସେଠୀ , ଟି. ବାଗଲପୁର କ୍ଲଷ୍ଟର ସିଆରସିସି ପ୍ରମୋଦ ପ୍ରଧାନ , କଞ୍ଚଣା କ୍ଲଷ୍ଟର ସିଆରସିସି  ପବିତ୍ର ବେହେରା , ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ  l  ଏତଦ୍ ବ୍ୟତୀତ  ଦାନପୁର କ୍ଲଷ୍ଟରର  ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ  ନାଗେଶ୍ୱର ବାରିକ ,ହୀନ ନାହାକ, ଗଣେଶ ସେଠୀ ,ସୁରେନ୍ଦ୍ରନାଥ ବେହେରା, ଏବିଇଓ  ରବି ନାରାୟଣ ସେଠୀ ,ବିଜୟ କୁମାର ତ୍ରିପାଠୀ ,ଶିବ ପ୍ରସାଦ ଶବର ,ସନାତନ ମହାଙ୍କୁଡ ,ସାଧୁରାମ ଦାସ ,ଦୀପ୍ତିବାଳା ମହାନ୍ତି ପ୍ରମୁଖ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଅତିଥି ଭାବେ ଯୋଗ ଦେଇ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଦାୟିତ୍ଵ ନେଇଥିଲେ l ରାଜ୍ୟ ସରକାରଙ୍କ ନିପୁଣ ଓଡ଼ିଶା ମେଳାର ଲକ୍ଷ୍ୟ ଆଭିମୁଖ୍ୟ, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ମୈ।ଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ, ସୃଜନଶୀଳତାର ପରିପ୍ରକାଶ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଅଭିଭାବିକା, ଜନ ପ୍ରତିନିଧି ସମସ୍ତଙ୍କ ଉଦ୍ୟମ, ସଂପୃକ୍ତି ଆଦି ବହୁବିଧ ଦିଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ମେଳାରେ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ, ମାର୍ଗ ଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଅଞ୍ଚଳବାସୀ ଯୋଗଦାନ କରିଥିଲେ । ନିପୁଣ ଓଡ଼ିଶା ମେଳା ନିମନ୍ତେ ପ୍ରଯୁଜ୍ୟ ଅନେକ ଶିକ୍ଷଣ ସାମଗ୍ରୀ ମେଳାରେ ପ୍ରଦର୍ଶିତ ହୋଇଥିବାରୁ ମେଳା ବେଶ୍ ଶିକ୍ଷଣ ଉପଯୋଗୀ ହୋଇଥିଲା । ନିପୁଣ ମେଳାରେ  ଏଫ୍ଏଲଏନ ଶିକ୍ଷକ ଶିକ୍ଷକ/ଶିକ୍ଷୟିତ୍ରୀ  ମିଥୁନ ଭୂୟାଁ ,ଯଶୋଦା ମଲ୍ଲିକ , ପ୍ରିୟଦର୍ଶିନୀ ଦାସ , ଅଳକା ଆଚାର୍ଯ୍ୟ , ସ୍ଵାଗତିକା ନାୟକ , ପୂର୍ଣିମା ବେହେରା  ,ବଳରାମ ବେହେରା , , ସରସ୍ଵତୀ ବାଗଲ,ମାଧବ ପ୍ରଧାନ ,ନଳିନୀକାନ୍ତ ଖୁଣ୍ଟିଆ , ମହାଳୟା ନାୟକ, କଲ୍ୟାଣୀବାଳା ମହାରଣା ,ଅର୍ଜୁନ ନାହାକ ,ମଞ୍ଜୁଳା ନାୟକ ,ସୁଶାନ୍ତ ସେନାପତି , ଉପେନ୍ଦ୍ର ବେହେରା ପ୍ରମାଣପତ୍ର ସହ ମେଡ଼ାଲ ଦିଆଯାଇଥିଲା ଏବଂ କୁନି ଛାତ୍ରଛାତୀ ମାନଙ୍କୁ ପ୍ରମାଣପତ୍ର ସହ ମେଡ଼ାଲ  ସହିତ ସମ୍ମାନୀତ କରାଯାଇଥିଲା । ପରିଶେଷରେ ବିଜୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ପରିସମାପ୍ତି କରିଥିଲେ l

News Comment

You Might Also Like

BACK TO TOP