Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ଧାନ ମଣ୍ଡି ରୁ ଧାନ ନେଉନାହାନ୍ତି ମିଲର, ଚିନ୍ତାରେ ଚାଷୀ,

01-Feb-2025

ଧାନ ମଣ୍ଡି କୁ ମିଲେର ଙ୍କ ଅଣ ଦେଖା,
(ମଣ୍ଡିରୁ ହଜାର ହଜାର କ୍ଵିଣ୍ଟାଲ ଧାନ ଉଠି ପାରୁ ନାହିଁ ,ଚିନ୍ତାରେ ଚାଷୀ  |

                 ଓଡିଶା ଜନମତ  ବ୍ୟୁରୋ,

ବନ୍ଧୁଗାଁ ତା ୧/୨/୨୫  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଥିବା ୩ ଟି ମଣ୍ଡି ରୁ ଧାନ ନେବାକୁ ମିଲେର୍ ମାନେ କିଣିବାକୁ ନ ଆସିବା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତ ବର୍ଷ ଭଲ ବର୍ଷା ହୋଇ ନ ଥିବା ଯୋଗୁଁ  ଚାଷୀଙ୍କ ଧାନ ଅମଳ ବହୁତ କମି ଯାଇଛି। ଏଥିପାଇଁ ଚାଷୀ ଚିନ୍ତାରେ ଭାଙ୍ଗି ପଡ଼ି ଥିଲେ । ତଥାପି ଚାଷୀ ଯାହା ଅମଳ ପାଇଛନ୍ତି ତାହାକୁ ସରକାରଙ୍କ ଧାନ ମଣ୍ଡିକୁ ନେଇ ଉଚିତ ମୂଲ୍ୟରେ ବିକ୍ରି କରି ଟଙ୍କା ପାଇବାକୁ ଟକେନ୍ ପାଇ ଅପେକ୍ଷା କରୁ ଥିବା ବେଳେ ମିଳେର ମାନେ କିଣିବାକୁ ଆସୁ ନ ଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ବର୍ଷ ବନ୍ଧୁଗାଁ ବ୍ଲକର ଏ ବି ଲେମ୍ପ ଆଲମଣ୍ଡା ତରଫରୁ ନିଲାବାଡି, ଆଲମଣ୍ଡା ଓ କୁମ୍ଭାରିପୁଟ ଠାରେ ୩ ଟି ଧାନ ମଣ୍ଡି କରାଯାଇଛି।  ଲେମ୍ପ୍ ଏମଡି ଆର,ରାମକ୍ରୀଷ୍ଣା ଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାଇ ୨୪୨ ଜଣ ଚାଷୀ ରହିଥିବା ବେଳେ ୫୨୬ ଜଣଙ୍କ ପଞ୍ଜିକରଣ କରାଯାଇ ମାତ୍ର ୪୧୦ ଟି ଟକେନ ଜେନେରେଟ୍ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଚାଷୀଙ୍କ ଠାରୁ ୧୦୫୬୮ କ୍ଵିଣ୍ଟାଲ ଧାନ ବିକ୍ରି ପାଇଁ ରଖାଯାଇଛି। ମଣ୍ଡି ରୁ ଧାନ ଉଠାଇବା ପାଇଁ ଅନେକ ମିଲେର ମାନେ ଆସୁ ନ ଥିବା ଯୋଗୁଁ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି। ଯାହା ଫଳରେ ମୂଷା ,ଘୁଷୁରୀ,ଓ ଗାଈ ଗୋରୁ ଖାଇ ଶହ ଶହ ବସ୍ତା ଧାନ ନଷ୍ଟ ହୋଇ ଯାଇଛି। ଆର ଏମ ସି ଦ୍ୱାରା ଧାନର ମାନ ଠିକ ଥିବା କହୁଥିବା ବେଳେ ମିଲେର ମାନେ କିଣିବାକୁ ନ ଆସିବା ବର୍ତ୍ତମାନ ସୁଦ୍ଧା ଜଣା ପଡୁ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ରୁ ଏପ୍ରିଲ ମାସ ମଧ୍ୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ନିଲାବାଡି ଶ୍ରୀ ଶ୍ରୀ ଶ୍ରୀ ମାଆ ଅଗ୍ନୀ ଗଙ୍ଗାମା ଯାତ୍ରା ହେବାକୁ ରହିଛି ଏହି ମନ୍ଦିର ମଣ୍ଡପ ଗୁଡ଼ିକରେ ମଣ୍ଡିର ଧାନ ଭର୍ତ୍ତି ହୋଇ ରହିଛି। ଏହି ମଣ୍ଡି ଗୁଡିକରୁ ଧାନ ନ ଉଠିଲେ ଯାତ୍ରା ପାଇଁ ଚାଷୀ ନିଜର ଧାନ ଗୁଞ୍ଚାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ସହ କେଉଁ ଠାରେ ରଖିବେ ଚିନ୍ତାରେ ଚାଷୀ ରହିଛନ୍ତି। ଚାଷୀଙ୍କ ଏହି ସବୁ ଖର୍ଚ୍ଚ ସରକାର ଦେବେ କି ? । ଏଥି ପାଇଁ ବନ୍ଧୁଗାଁ ବ୍ଲକର  ସମସ୍ତ ମଣ୍ଡି ରେ ପଡ଼ି ରହି ଥିବା ଧାନ ସରକାର ଅତି ଶୀଘ୍ର ମିଲେର ମାନଙ୍କୁ ପଠାଇ ଉଠାଇ ନେବାକୁ ଚାଷୀ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP