Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ଭଞ୍ଜନଗର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ |

02-Feb-2025

ସରସ୍ୱତୀ ପୂଜାରେ  ଭଞ୍ଜ ଜୟନ୍ତୀ ରେ ରକ୍ତ ଦାନଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ  |

           ଓଡିଶା ଜନ ମତ ବ୍ୟୁରୋ,

ଭଞ୍ଜନଗର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଜୟଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ ପକ୍ଷରୁ ପବିତ୍ର ସରସ୍ବତୀ ପୂଜା ଓ ଭଞ୍ଜ ଜୟନ୍ତୀ ଅବସରରେ ଆମ ଓଡ଼ିଶା  ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହାକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏଥିରେ ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ମେଡିକାଲ ଅଧିକ୍ଷକ ଡ଼ା .ସିତାଂଶୁ ଶେଖର ଶତପଥୀ,ବିଚିତ୍ର ପାଣିଗ୍ରାହୀ,ବିଶ୍ବମ୍ବର ଜେନା ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ସଭାପତି ଏ.ମନୋଜ କୁମାରଙ୍କ ସଭାପତିତ୍ୱରେ ସମସ୍ତ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।ଏହି ସ୍ଵେଚ୍ଛାସେବୀ ସଂଘ ପକ୍ଷରୁ ବର୍ଷତମାମ୍ ହନୁମାନ ଚାଳିଶା କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ, ଗରିବଙ୍କୁ ଖାଦ୍ୟବସ୍ତ୍ର ପ୍ରଦାନ ଭଳି ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତେଣୁ ରକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଆଜିର ଏହି ରକ୍ତ ଦାନ ଶିବିରରେ ୮୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା।
ସୂଚନାଯୋଗ୍ୟ ଯେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଲୟକୁ ପ୍ରତ୍ୟୁକ ଦିନ ବହୁ ରକ୍ତ ଅଭାବି ରୋଗୀ ଆସୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ରକ୍ତ ହୀନତା ରୋଗରେ ପୀଡିତ ରୋଗୀ ଏପରିକି ବହୁ ପରିମାଣରେ କିଡନୀ ରୋଗୀ ଆସୁଛନ୍ତି କିନ୍ତୁ ଏତେ ରୋଗୀ ଙ୍କୁ ରକ୍ତ ଯୋଗାଇବା ସମ୍ଭବ ହୋଇ ପାରୁ ନାହିଁ।ଏପରି କ୍ଷେତ୍ର ରେ ବହୁ ସମୟରେ ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ରକ୍ତ ଅଭାଵ କୁ ଦୂର କରିବା ପାଇଁ ଅନେକ ସମୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଥାନ୍ତି।ଆଜିର ଏହି ମହତ କାର୍ଯ୍ୟ କୁ ଭଞ୍ଜନଗରବାସୀ ପ୍ରଶଂସା କରିବା ସହ ବହୁ ଯୁବ ରକ୍ତ ଦାତା, ମହିଳା ରକ୍ତ ଦାତା ରକ୍ତ ଦାନ କରିଥିଲେ।
ଏଥିରେ ଉପସଭାପତି ଏ.ନିଗମ ପ୍ରସାଦ ପାତ୍ର, ସମ୍ପାଦକ ଲିଙ୍ଗରାଜ ନାୟକ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତି, ସଙ୍ଗଠକ ପି.ହେମନ୍ତ କୁମାର ରାଓ, ଅନୀଲ କୁମାର ରାଓ, ସରୋଜ କୁମାର ପଟ୍ଟନାୟକ, କିଶୋର ଚନ୍ଦ୍ର ବେହେରା, ବିକାଶ ପାତ୍ର, ବାଲକ୍ରିଷ୍ଣା ବେହେରା, ଦୀପକ ମିଶ୍ର, ପବିତ୍ର ନାୟକ, ଆର୍. ବୁଟୁ, ଅସିତ କୁମାର ସେଠୀ, ସରୋଜ ବେହେରା, ଆଶୀର୍ବାଦ ମହାନ୍ତି, ରୁଦ୍ର ବିଷୋୟୀ, ବିଭୂ ଭାଇଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP