Breaking News

ବଟି ମାଗିବାକୁ ନେଇ ବିଜେପି ନରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||     

ଭଞ୍ଜନଗର ମାଳି ସାହିରେ ଯୁବତୀଙ୍କ ଆତ୍ମ ହତ୍ୟା, କାରଣ ଅସ୍ପଷ୍ଟ | ପୁଲିସିର ତଦନ୍ତ ଜାରି |

03-Feb-2025

ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ,

ଓଡିଶା  ଜନମତ  ବ୍ୟୁରୋ,

ଭଞ୍ଜନଗର ସହର ମଧ୍ୟରେ ଥିବା ମାଲ ସାହି ରେ ଗୋଟିଏ ଭଡା ଘରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ କୁ ଭଞ୍ଜନଗର ପୋଲିସ ଉଦ୍ଧାର କରିଛି।ସୂଚନା ମୁତାବକ ମୃତ ଯୁବତୀର ଭାଇ ଆଜି ଭଞ୍ଜନଗର ପୋଲିସ କୁ ତାଙ୍କ ଭଉଣୀ ଚୁନି ରେ ଝୁଲି ପଡ଼ିଛନ୍ତି ବୋଲି ଖବର ଦେଇଥିଲେ।ମୃତ ଯୁବତୀ ଓ ଅନ୍ୟ ତିନି ଜଣ ସହ ପାଠୀଙ୍କ ସହ ମାଲ ସାହି ରେ ଗୋଟେ ଭଡା ଘରେ ରହି ଆସୁଥିଲେ ଏବଂ ସେମାନେ ସମସ୍ତେ ଭଞ୍ଜନଗର ସିଟି ଟ୍ରେନିଂ ସ୍କୁଲ ର ଛାତ୍ରୀ ଥିଲେ।କୌଣସି କାରଣ ବଶତଃ ଛାତ୍ରୀ ଜଣକ ନିଜ ପୋଷାକ ଚୁନି ରେ ଝୁଲି ପଡ଼ିଥିଲେ।ସୂଚନାଯୋଗ୍ୟ ଯେ ମୃତ ଛାତ୍ରୀ ଜଣକ ସୋରଡା  କେଶରା ଗ୍ରାମର ।ଖବର ପାଇବା ପରେ ଭଞ୍ଜନଗର ଏସ ଡି ପି ଓ ଏବଂ ଭଞ୍ଜନଗର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲେ ।ଭଞ୍ଜନଗର ଏସ ଡି ପି ଓ ଏହା କିପରି କେଉଁ ପରିସ୍ଥିତିରେ  ଘଟିଲା ତଦନ୍ତ ପରେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି।ଆଜିର ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳ ଓ ଶିକ୍ଷା ଅନୁଷ୍ଠାନ ରେ ଶୋକର ଛାୟା ଖେଳି ଯାଇଛି।

News Comment

You Might Also Like

BACK TO TOP