Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଲୋକନୃତ୍ୟ କୁ ସମ୍ମାନ ଦେଲେ ନୀଳ କଣ୍ଠେଶ୍ଵର ନାଟ୍ୟ ସଂସଦ |

13-Feb-2025

ଲୋକ ନୃତ୍ୟ କୁ ସମ୍ନାନ ଦେଲେ ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦ,

             ଓଡିଶା  ଜନମତ ବ୍ୟୁରୋ,

ଦିନ ଥିଲା ଲୋକ ଙ୍କ ଆମୋଦ ପ୍ରମୋଦ ବିଭିନ୍ନ ଗ୍ରାମାଞ୍ଚଳରେ ଲୋକ ନୃତ୍ୟ, ଲୋକ ନାଟକ, ଲୋକ କଳା ସବୁ ପରିବେଷିତ ହେଉ ଥିଲା।ଏହା ଦ୍ୱାରା ଆମ ହିନ୍ଦୁ ଧର୍ମର ଥିବା ପୌରାଣିକ କଥା ବସ୍ତୁ କୁ ଶିଖିବାକୁ ମିଳୁଥିଲା।କିନ୍ତୁ ଆଧୁନିକ ଯୁଗରେ, ଆଜିର ମୋବାଇଲ, ଟେଲିଭିଜନ ଯୁଗରେ ସତେ ଯେପରି ଭାରତ ଲୀଳା, ସଖୀ ନାଟ, ପ୍ରହ୍ଲାଦ ନାଟକ,ପାଲା  ପରି ଲୋକ ନୃତ୍ୟ ଲୋପ ପାଇବାରେ ଲାଗିଛି।କିନ୍ତୁ ଭଞ୍ଜନଗର ନିକଟ କଣ୍ଟାଡୋର ଗ୍ରାମର ଶ୍ରୀ ନୀଳ କଣ୍ଠେସ୍ୱର ନାଟ୍ୟ ସଂସଦ ଆନୁକୂଲ୍ୟରେ କଳା ଓ କଳାକାର ବିକାଶ ଓ ସମ୍ମାନ ପାଇଁ ଲୋକ ନୃତ୍ୟ ସମ୍ମାନ 2025 ଆୟୋଜନ କରିଥଲେ।ସୂଚନାଯୋଗ୍ୟ ଯେ ଏକଦା ଗଂଜାମ ଜିଲ୍ଲାର ପାରମ୍ପରିକ ଲୋକ ନୃତ୍ୟ ଭାରତ ଲୀଳା ବେଶ ଲୋପ୍ରିୟତା ହାସଲ କରିଥିଲା ,ଏପରିକି ଏହି ଲୋକ ନୃତ୍ୟ କଳାକାର ମାନେ ଦେଶ ଓ ଦେଶ ବାହାରରେ  ନିଜର କଳା ପ୍ରଦର୍ଶନ କରି ବହୁ ଖ୍ୟାତି ଅର୍ଜନ କରିଥିଲା କିନ୍ତୁ  ସୁଯୋଗ ଓ ପ୍ରୋତ୍ସାହନ ଅଭାବରୁ ଏହି ଲୋକ ନୃତ୍ୟ ଲୋପ ପାଇବାରେ ଲାଗିଛି।ଏହି ଲୋକ ନୃତ୍ୟ ର ବିକାଶ ପାଇଁ ସରକାର ସହଯୋଗ କରିବା ଆବଶ୍ୟକ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ  ଶ୍ରୀଯୁକ୍ତ ରବି ନାରାୟଣ ବେହେରା ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ, ସଂଗୀତଜ୍ଞ କେ ରାଜା ରାଓ, ନୃତ୍ୟ ଗୁରୁ ରଙ୍କ ନିଧି ବେହେରା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ସମ୍ବାଦିକ ପୁରୁଷୋତ୍ତମ ମହାପାତ୍ର ଓ ଚିନ୍ମୟ ବେବର୍ତା ପ୍ରମୁଖ ଯୋଗଦେଇ ଥିଲେ।ଅନୁଷ୍ଠାନ ର ସଭାପତି କେଶବ ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ରେ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା |

News Comment

You Might Also Like

BACK TO TOP