Breaking News

କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||      ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||     

ପୁରୁଷୋତ୍ତମପୁର ବ୍ଳକ ଆଗରେ ବ୍ଳକ ମହାସଂଘ ମହିଳଙ୍କ ଧାରଣା |

25-Sep-2025

ପୁରୁଷୋତ୍ତମପୁର ବ୍ଳକ ଅଫିସ ସମ୍ମୁଖରେ ବ୍ଳକ ସ୍ତରୀୟ ମହିଳା ସଙ୍ଘର ଗଣ ଧାରଣା,

       ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ବ୍ଳକ ସ୍ତରୀୟ ମହିଳା ମହାସଂଘ ର ଦାବି ପତ୍ର ପ୍ରଦାନ କରିଛନ୍ତି | ସେମାନେ ରାଜ୍ୟ ସରକାର ଙ୍କୁ ହାଇକୋର୍ଟ ଙ୍କ ଆଦେଶ କୁ ଅବମାନନା କରି ସଙ୍ଘ ପୁନର୍ଗଠନ ପ୍ରକ୍ରିୟା ଜାରି ରଖିଥିବା କାର୍ଯ୍ୟକୁ ବନ୍ଦ ରଖିବାକୁ ସେମାନେ ଦରଖାସ୍ତ ରେ ଉଲେଖ କରିଛନ୍ତି |   ରାଜ୍ୟ ସକୋରଙ୍କ ମିଶନ  ଶକ୍ତି ବିଭାଗ ଅନ୍ତର୍ଭୁକ୍ତ ଓଡିଶା ଜୀବିକା ମିଶନ ରେ ଲକ୍ଷପତି ଦିଦି ପୋଜନା ଆରମ୍ଭ ସାରା  ରାଜ୍ୟରେ ଚାଲିଥିବା ବେଳେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବାକୁ ଅନେକ ଯୋଜନା ମାନ ହାତକୁ  ନେଉଛନ୍ତି । ଦେଶର ବିକାଶ କରିବାକୁ ହେଲେ  ରାଜ୍ୟର ବିକାଶ କରି ନାରୀ ମାନଙ୍କୁ ସ୍ୱାବଲମ୍ବି କରାଇବା ଧାରାରେ ସାମିଲ ନିତାନ୍ତ ଆବଶ୍ୟକ ଅଟେ |  ବ୍ଳକ ସ୍ତରୀୟ ମହିଳା ମହାସଂଘ ମାଆ ମାନେ ନେଇଥିବା ଗାଡିର କିସ୍ତି  ପରିଶୋଧ  ସୁଝିବାକୁ  ଆଉକିଛି  ଦିନ ସମୟ ଦେବାକୁ ସେମାନେ ବିଡ଼ିଓ ଙ୍କ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି | କୋର୍ଟ  ରେ ଏମାନେ ସେମାନଙ୍କ ହକ ପାଈଁ ଷ୍ଟେ କରିଥିଲା ବେଳେ  ହାଇକୋର୍ଟ ବି ଏମାନଙ୍କୁ ତା --13/10/2025 ରିଖ ପର୍ଯ୍ୟନ୍ତ ରହିଛି | କିନ୍ତୁ ରାଜ୍ୟ ସରକାର ଏହି ସଙ୍ଘ କୁ ଭାଙ୍ଗିଦେବାକୁ ଚାହୁଁଥିବାରୁ  ଏମାନେ ମାତ୍ର ଦୁଇବର୍ଷ ସମୟ ରାଜ୍ୟ ସରକାର ଙ୍କୁ ମାଗିଛନ୍ତି ,ଓ ଅନୁରୋଧ
କରିଛନ୍ତି |  ତେବେ ସରକାର କଣ କରୁଛନ୍ତି ତାହାକୁ ଦେଖିବାକୁ ବାକି ଅଛି |
ଅଭିଯୋଗ ପତ୍ର ର ଏକ ନକଲ  ମହିଳା ସଙ୍ଘ କର୍ମକର୍ତା ମାନଙ୍କ ଦ୍ବାରା ପୁରୁଷୋତ୍ତମପୁର ବିଡ଼ିଓ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ବିଡ଼ିଓ ନିରାକାର ଜେନାଙ୍କୁ  ଦେଇ ଛନ୍ତି   | ଧାରଣା ସମୟ ରେ ମହିଳା ସଙ୍ଘର ବ୍ଳକ ସଭାପତିକୁନି ପାତ୍ର, ସେକ୍ରେଟେରୀ ମୋହିନୀ ନାୟକ ଙ୍କ ସହ  ସମସ୍ତ  ଇସି ମାଆ ମାନେ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP