Breaking News

ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||     

ଶିମିଳି ପାଳ ଅଭୟା ରଣ୍ୟ ରେ ଆଣ୍ଟି ଅକ୍ସିଡେଣ୍ଟ ଲାଇଜେନ ର ଠାବ |

29-Jan-2026

 କ୍ୟାନସର୍ ସଞ୍ଜିବନୀ ‘ଲାଇକେନ୍’ ବର୍ତ୍ତମାନ ଶିମିଳି ପାଳ ଜଙ୍ଗଲରେ

(ବୈଜ୍ଞନିକ ଙ୍କ ସହଯୋଗ ରେ ରୋଗୀଙ୍କ ହିତରେ,

      ଓଡିଶା ଜନ ମତ ବ୍ୟୁରୋ,

ଆଗରୁ ଚେର ମୁଳି ର ଔଷଧ ଦ୍ୱାରା ମନୁଷ୍ୟ ବହୁତ ଦୁରାରୋଗ୍ୟ ରୁ ଆରୋଗ୍ୟ ଲାଭ କରି ଥିବାର ଶୁଣା ଯାଇଛି | ସେ ଚରକଶାସ୍ତ୍ର ହେଉ କିମ୍ବା ମୁନି ରୁଷି ମାନଙ୍କ ଦ୍ୱାରା ଅନେକ ଆୟୁର୍ବେଦ ଔଷଧ ହେଉ  | ସେପରି ଶିମିଳିପାଳ ଜାତୀୟ ଅରଣ୍ୟ ବନ୍ୟପ୍ରାଣୀ, ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ । ଏଥିରେ ଏବେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଗୁଡିଥିବା ଔଷଧୀୟ ଧନ `ଲାଇକେନ୍` ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଅଛି I ଯାହା ରବିଷ୍ୟତର ଔଷଧୀୟ ଗବେଶଣାର ଏକ ମୁଖ୍ୟ କେଡ ଭାବେ ପରିଚୟ ସୃଷ୍ଟି କରିପାରିବ ।ଶିମିଳିପାଳ ନଗର ଭିତରେଥିବାଔଷଧୀୟ ଧନ `ରାଜବେନ୍` ପ୍ରଜାତିଗୁଡ଼ିକରେ ଜୀବାଣୁନାଶଳ ଗୁଣ ରହିଛି। ତେଣୁ ବିଭିନ୍ନ ସଂକ୍ରମଣ ରୋଗ ଚିକିତ୍ସାରେ ଏହାର ବ୍ୟବହାର ସମ୍ଭାବନା
ରହିଛି।ସେହିଅନୱେଲାଇଜେନ୍‌ରେ କ୍ୟାନ୍ସର ବିରୋଧୀ ଗୁଣ ମିଳିଥିବା ଗବେଷଣାରୁ ଜଣାପଡିଛି ଯାହା ରବିଷ୍ୟତରେବ୍ୟାକ୍ଟର ଚିକିତ୍ସା କ୍ଷେତ୍ରରେ ନୂଆ ଦିଗଖୋଲିବ ବୋଲି ଅଣା କରାଯାଉଛି। ଏହି ଭାଲରେନ୍ ଗୁଡ଼ିକରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ଗୁଣାଆଣ୍ଟିଅକ୍ସିଡେଣ୍ଟ ଶରୀରର କୋଷକୁ ମୂଳରୁ ରକ୍ଷା କରିଥାଏ । ଏହା ଦ୍ବାରା ବଯସ୍କ ସମସ୍ୟା, ହୃଦ୍‌ରୋଗ, ଡାଏବେଟିସ୍ ଓ ଅନ୍ୟନ୍ୟ ଦୀର୍ଘକାଳୀନ ରୋଗର ନିରାକରଣ ହୋଇପାରିବ। ବିଶେଷଜ୍ଞ କହିଛନ୍ତି, ଯଦି ଏହି ଲାଇକେନ୍‌ର ସଠିକ୍ ସଂରକ୍ଷଣ ଓ ବୈଜ୍ଞାନିକ ଉପଯୋଗ ସୁନିଶ୍ଚିତ କରାଯାଏ ତେବେ ଶିମିଳିପାଳ ଭବିଷ୍ୟତରେ ଏକ ପ୍ରାକୃତିକ ଓଷଧ ଗବେଷଣାର ହବ୍‌ ଭାବେପରିଚିତ ହୋଇପାରିବ| ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ଲାଇଜେନ୍ ସମ୍ପର୍କିତ ବିସ୍ତୃତ ଭାବେ ଗବେଷଣା କରାଯାଉଛି । ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସହାଯତ୍ରାରେ ଲାଇକେନ୍ ଉପରେ ଗବେଷଣା ଆରମ୍ଭ ହୋଇଛି I କରେନ ସ୍ଥିତ ଜାତୀୟ ଭଲିବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଏଥିରେ  ସହାୟତା ଦେଉଛି । ଏହି ଅଧ୍ୟୟନରେ ଶିମିଳିପାଳ ଜାତୀୟ ଉଦ୍ୟାନରୁ ଅଦ୍ୟାବଧୂ ୧୪୮ ପ୍ରଜାତି ର କାରକେନ୍ ଚିହ୍ନଟ କରାଯାଇଛି। ଏହା ରାଜ୍ୟରେ ସର୍ବପ୍ରଥମା `ପିପିଲିଆ ମେଲାନକ୍ରୋମା ନାମକ ପ୍ରଜାତିର ଭାରକେନ୍ ଆମ ଦେଶରେ ପ୍ରଥମ କରି ଶିମିଳିପାଳରୁ ମିଳିଥିଲା। କ୍ଲୋଜନିଆ ପ୍ରୋଟିକଲୋକା ନାମକ ଲାଇଜେନ୍‌ ଓଡ଼ିଶାରେ ପ୍ରଥମଥର ମିଳିପାରିଛି। ସଂଗ୍ରହ କରାଯାଇଥିବା ସମସ୍ତ ଲାଇକେମ୍ ନମୁନାକୁ ଏମଏସସିକି ବିଶ୍ବବିଦ୍ୟାଳୟର ବାୟୋଟେକନୋଲୋଜି ବିଭାଗର ଭାଇଳେନ୍ ସଂଗ୍ରହାଳୟରେ ସଂରକ୍ଷଣ କରାଯାଇଛି। ପରେ ଏହି ଲାଇଡେନ୍ ଗୁଡିକର ଜୈବ କ୍ରିୟାଶଳ ରସାସନିକ ତଗୁଡ଼ିକୁ ଚିହ୍ନଟ ଓ ତାହାର କ୍ରିୟାଶୀଳତା ବିପେଷଣ କରାଯାଉଛି। ଶିମିଳିପାଳର ସାଇକେନ୍ କେବଳ ନଟରର ସୌନ୍ଦର୍ଯ୍ୟ ବଢ଼ାଏ ତା ନୁହେଁ, ପରିବେଶ ସୁରକ୍ଷା ଓ ନୂଆ ଔଷଧ ଆବିଷ୍ଟରରେ ମଧ୍ୟ ଗୁରୁତ୍ବପୂର୍ଣ ଭୂମିକା ବହନ କରେତେଣୁ ଏହାର ରକ୍ଷା କରିବା ଦାୟିତ୍ବ ବଢିଯାଇଛି ।କଣଏହି  ଲାଇକେନଭାରକେନ୍ ହେଉଛି ଏକ ବିଶେଷ ପ୍ରକାର ଜୀବ । ଏହା ଜଟକ ଏବଂ ଶୈବାଳ ମଧ୍ୟରେ ଏକ ସଜଳୀତୀ ସମ୍ପର୍କରୁ ଜନ୍ମ ନେଇଥାଏ । ଏମାନେ ପଥର, ଗଛର ଛାଇ, ପାହାଡ଼ ଓ ମାଟି ଉପରେ ଖରାଦିକ ଭାବେ ବଂଶବିସ୍ତାର କରିଥାନ୍ତି। ଶିମିଳିପାନର ଜଙ୍ଗଲରେ ଲାଇଜେନ୍ ମାନେ କଠିନ ପରିସ୍ଥିତିରେ ବଢ଼ନ୍ତି। ରଜ ତାପମାତ୍ରା, ଲାଗି ବର୍ଷା, ଷ୍ଠ ସମୟରେ ସଂଘର୍ଷ କରନ୍ତି । ନିଜକୁ ବଞ୍ଚାଇନା ପାଇଁ ଗର୍ସାଳ ରାସାୟନିକ ଦ୍ରବ୍ୟ ତିଆରି କରନ୍ତି। ଯାହା ପଲେ ମଣିଷ ପାଇଁ ଔଷଧ ଭାବେ ଉପଯୋଗୀ ହୁଏ ଏହି ପଦାର୍ଥ ମାନଙ୍କୁ ଜୀବକ୍ରିୟାଶୀଳ ଦ୍ରବ୍ୟ କୁହାଯାଏ । ପରିବେଶୀ ପ୍ରଦୂଷଣ ପ୍ରତି ଲାଇଡେନ୍ ଅତ୍ୟନ୍ତ ସମ୍ବେଦନଶୀଳା ପରିବେଶ ଶୁଦ୍ଧ ଓ ସନ୍ତୁଳିତ ରେ ପ୍ରଚୁର ଲାଇଜେନ ହୋଇଥାଏ I

News Comment

You Might Also Like

BACK TO TOP