Breaking News

ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||     

ପରିବେଶ ସୁରକ୍ଷା ସଚେତନତା ନେଇ ଭାରତ ଭ୍ରମଣ ରେ ପୋଡିମୋଲ କାଞ୍ଜି |

30-Jan-2025

ପରିବେଶ ସୁରକ୍ଷା ସଚେତନତା ନେଇ ଭାରତ ଭ୍ରମଣରେ ପୋଡିମୋଲ କାଞ୍ଜି 
----------------------------------------
ଓଡିଶା ଜନମତ,  ଗଞ୍ଜାମ, ବଟ କୃଷ୍ଣ  ରାଉଳ, 30,1;

 ଜଙ୍ଗଲ ନଷ୍ଟ କରାଯାଇ  କଳ କାରଖାନା,ଗୃହ ନିର୍ମାଣ ଯୋଗୁଁ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି l ଏପରିକି ବିଭିନ୍ନ କାରଣ ଯୋଗୁଁ ପରିବେଶ ବିଗିଡିବାରେ ଲାଗିଛି l
ବର୍ଷକୁ ବର୍ଷ ଗ୍ରୀଷ୍ମ ବୃଦ୍ଧି ପାଇବାରେ ଲାଗିଛି l ସମ୍ପ୍ରତି ବୃକ୍ଷ ରୋପଣର ଆବଶ୍ଵକତା ରହିଛି l ଯାହାକୁ ନେଇ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ନେଇ ପଶ୍ଚିମବଙ୍ଗର କଲିକତା ମହାନଗର ରୁ ଗତ ଜାନୁଆରୀ 15 ତାରିଖରୁ 56 ବର୍ଷୀୟ ପୋଡିମୋଲ କାଞ୍ଜି ଭାରତ ଭ୍ରମଣରେ ବାହାରିଛନ୍ତି  ସେ |
ପଶ୍ଚିମବଙ୍ଗ ଅତିକ୍ରମ କରି ଓଡିଶାରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତୀ ଙ୍କୁ ଦର୍ଶନ କରି ଗଞ୍ଜାମ ସହର ଅତିକ୍ରମ କରିଛନ୍ତି l ଏହି ଅବସରରେ ଗଞ୍ଜାମ ଜାତୀୟ ରାଜପଥ ରେ ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ତାଙ୍କୁ ଭେଟି ତାଙ୍କ ଯାତ୍ରା ସଫଳ କାମନା କରିବା ସବୁଜ ସୁନ୍ଦର ପରିବେଶ ପାଇଁ ବୃକ୍ଷ ରୋପଣ ସଚେତନତା ବାର୍ତ୍ତା ନେଇ ତାଙ୍କର ଭାରତ ଭ୍ରମଣ ଯାତ୍ରା ରହିଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି l 
     ପୋଡିମୋଲ କାଞ୍ଜି ଏକ ସାଇକେଲ ରେ ପଛ ପାର୍ଶ୍ଵ ରେ ଏକ ବାକ୍ସ ସଂଯୋଗ କରି ଯାତ୍ରା କରୁଛନ୍ତି l ଏହା ପୂର୍ବରୁ ସେ ତିନି ଥର ଭାରତ ଭ୍ରମଣ ରେ ଯାଇଥିବା ବେଳେ ଚଳିତ ଯାତ୍ରା ଚତୁର୍ଥ ଥର ବୋଲି ସେ ପ୍ରକାଶ କରିଛନ୍ତି l ଓଡିଶା ପରେ ସେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ପରେ ପୁଣି କଲିକତା ଫେରିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି l

News Comment

You Might Also Like

BACK TO TOP